ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୧୬ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର । ଓଡ଼ିଶା ଲୋକାୟୁକ୍ତଙ୍କ ୨୦୧୯ ରିପୋର୍ଟକୁ କ୍ୟାବିନେଟ ଅନୁମୋଦନ। ୮ଟି ଜିଲ୍ଲାରେ ୬୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି ।
୮ ଜିଲ୍ଲାରେ ୬୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ । ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ଖୋର୍ଦ୍ଧା,କୋରାପୁଟ, ମୟୂରଭଞ୍ଜ, ଗଞ୍ଜାମ ଓ ନବରଙ୍ଗପୁର । ଏବେ କାର୍ଯ୍ୟରତ ୩୭ ପୁନର୍ବାସ କର୍ମଚାରୀ ବି କ୍ୟାଡରଭୁକ୍ତ ହେବେ ।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ମିଶନ ଶକ୍ତି ନାଁରେ ନୂଆ ବିଭାଗ ନେଇ କ୍ୟାବିନେଟର ମଞ୍ଜୁରି । ୧୦ଟି ସ୍ଥାନରେ ବୃହତ ଜଳ ଯୋଗାଣ ପ୍ରକଳ୍ପ ହେବ।
