ଭୁଶୁଡିଲା ବ୍ରିଟିଶ ଅମଳର ରାଇଝରନ ସେତୁ, କ୍ଷୟକ୍ଷତିର ସୂଚନା ନାହିଁ

ଭୁଶୁଡିଲା ବ୍ରିଟିଶ ଅମଳର ରାଇଝରନ ସେତୁ, କ୍ଷୟକ୍ଷତିର ସୂଚନା ନାହିଁ

ବ୍ରିଟିଶ ଯୁଗରେ ରାଜ୍ୟ ରାଜପଥ -୬୩ ରେ ରାଇଝରନ ଅଞ୍ଚଳ ନିକଟରେ ନିର୍ମିତ ଏକ ସେତୁ ବୁଧବାର ଭୁଶୁଡି ଯାଇଥିବା ସୂଚନା ମିଳିଛି ।

୧୯୩୦-୩୨ ମସିହାରେ ଚେଣ୍ଡିପଡା-ଅନୁଗୁଳ ରାସ୍ତାରେ ସିଙ୍ଗ୍ରା ବ୍ରିଜ୍ ନିର୍ମାଣ କରାଯାଇଥିଲା। ବୁଧବାର ରାତିରେ ଏହା ଭୁଶୁଡି ପଡିଛି। ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ପ୍ରାଚୀନ ସେତୁ ନିକଟରେ ଆଉ ଏକ ସେତୁ ନିର୍ମାଣ କରାଯିବାରୁ  ଯାତ୍ରୀମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି । ସାତ ବର୍ଷ ପୂର୍ବେ ଏହାର କାର‌୍ୟ୍ୟ ସମାପ୍ତ ହେବା ପରେ  ନୂତନ ସେତୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା।

Leave a Reply

Your email address will not be published. Required fields are marked *