ଅଗ୍ନିକାଣ୍ଡ: ଗ୍ୟାସ୍ ଲିକ୍‌ରୁ ଜିଅନ୍ତା ଜଳିଗଲେ ନାବାଳକ-

ଅଗ୍ନିକାଣ୍ଡ: ଗ୍ୟାସ୍ ଲିକ୍‌ରୁ ଜିଅନ୍ତା ଜଳିଗଲେ ନାବାଳକ-

ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ ହୋଇ ଜିଅନ୍ତା ଜଳିଗଲେ ୯ ବର୍ଷର ନାବାଳକ । ଏପରି ଅଭାବନୀୟ ଘଟିଛି ସୋନପୁର ଜିଲ୍ଲା ବିନିକା ବ୍ଲକ ଶଙ୍କରା ଗାଁରେ । ସୁଚନା ଅନୁସାରେ ଆଜି ସକାଳ ପ୍ରାୟ ୬ଟା ବେଳେ ବାପା ଟିକେଲାଲ ଗୁଦୁରିଆ ଗ୍ୟାସ୍‌ ଅନ୍ କରି ଚା’ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଗ୍ୟାସ୍‌ ସିଲିଣ୍ଡରରେ ହଠାତ୍ ଗ୍ୟାସ୍ ଲିକ୍ ହୋଇ ଘରସାରା ନିଆଁ ଲାଗିଯାଇଥିଲା । ଏହା ଦେଖି ଘରେ ଥିବା ସମସ୍ତ ଲୋକ ବାହାରକୁ ଚାଲିଆସିଥିବା ବେଳେ ଘରେ ଶୋଇଥିବା ଜଣେ ୯ ବର୍ଷର ବାଳାକ ଜିଅନ୍ତା ଜଳିଯାଇଛି ।ମୃତକ ନାବାଳକଙ୍କ ନାଁ ବାବୁସାନ ଗୁଦୁରିଆ ତେବେ ଏପରି ଘଟଣା ଘଟିବା ପରେ ଗ୍ରାମବାସୀମାନେ ଅଗ୍ନିଶମବାହାନୀକୁ ଫୋନ୍ କରି ଜଣାଇଥିଲେ । ପରେ ସଙ୍ଗେ ସଙ୍ଗେ ଅଗ୍ନିଶମବାହାନୀ ଆସି ନିଆଁକୁ ଆୟତ କରିଛି 

Leave a Reply

Your email address will not be published. Required fields are marked *