ପଶ୍ଚିମବଙ୍ଗରେ ବାଜି କିଏ ମାରିବ ? ବିଜେପି 80 ଓ ଟିଏମସି 86 ଆସନରେ ଆଗୁଆ-

ପଶ୍ଚିମବଙ୍ଗରେ ବାଜି କିଏ ମାରିବ ? ବିଜେପି 80 ଓ ଟିଏମସି 86 ଆସନରେ ଆଗୁଆ-

କିଏ ମାରିବ ବାଜି । ପଶ୍ଚିମବଙ୍ଗରେ ଚାଲିଛି ଭୋଟ୍ କାଉଣ୍ଟ । କିଏ ଜିତିବ ତାହା ଧୀରେ ଧୀରେ ସାମ୍ନାକୁ ଆସୁଛି । ଯାହା କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । 

ଏବେ ପଶ୍ଚିମବଙ୍ଗରେ ସ୍ଥିତି ସାମ୍ନାକୁ ଆସିବାରେ ଲାଗିଛି । ପ୍ରାଥମିକ ଟ୍ରେଣ୍ଡ ଅନୁସାରେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକର ଦେଖା ଦେଇଛି ।

ଏବେସୁଦ୍ଧା ପଶ୍ଚିମବଙ୍ଗର 86ଟି ଆସନରେ ଟିଏମସି ଆଗୁଆ ରହିଥିବା ବେଳେ ବିଜେପି 80 ଟି ଆସନରେ ଆଗୁଆ ରହିଛି । ଏଠାରେ ଅନ୍ୟ କୌଣସି ଦଳ ଯଥା କଂଗ୍ରେସ ବାମଦଳ ମେଣ୍ଟ କିମ୍ବା ସ୍ୱାଧିନ ପ୍ରାର୍ଥୀ ଆଗରେ ନାହାନ୍ତି ।

Leave a Reply

Your email address will not be published. Required fields are marked *