ହିନ୍ଦୁଜା ହସ୍ପିଟାଲରେ ବଲିଉଡ ଭେଟେରାନ୍ ଦିଲ୍ଲୀପ କୁମାର

ହିନ୍ଦୁଜା ହସ୍ପିଟାଲରେ ବଲିଉଡ ଭେଟେରାନ୍ ଦିଲ୍ଲୀପ କୁମାର

ମୁମ୍ୱାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଭେଟେରାନ ଆକ୍ଟର ଦିଲ୍ଲୀପ କୁମାର । ପତ୍ନୀ ସାୟରା ବାନୁ କହିଛନ୍ତି ଆମେ ବର୍ତ୍ତମାନ ଏକ ନନ କୋଭିଡ ହସ୍ପିଟାଲରେ ଅଛୁ । ତେଣୁ ଚିନ୍ତା କରିବାର ବିଷୟ କିଛି ନାହିଁ ଚିକିତ୍ସା ପାଇଁ ଦିଲ୍ଲୀପ କୁମାର ମୁମ୍ୱାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଅଛନ୍ତି । ପ୍ରତିଥର ରୁଟିନ ଚେକଅପ୍ ପାଇଁ ସେ ଆସନ୍ତି । ଇଶ୍ୱରଙ୍କ କୃପାରୁ ଆମେ ଖୁବଶୀଘ୍ର ଘରକୁ ଫେରିଆସିବୁ । ଯଦି ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସେ ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଏଠାରୁ ଯଥାଶୀଘ୍ର ପଳାଇବୁ ।

Leave a Reply

Your email address will not be published. Required fields are marked *