କୋଭିଡ ଚିକିତ୍ସା ଫି ଉଲଙ୍ଘନ ଅଭିଯୋଗରେ ଘରୋଇ ହସ୍‌ପିଟାଲକୁ କାରଣ ଦର୍ଶଅ ନୋଟିସ୍‌

କୋଭିଡ ଚିକିତ୍ସା ଫି ଉଲଙ୍ଘନ ଅଭିଯୋଗରେ ଘରୋଇ ହସ୍‌ପିଟାଲକୁ କାରଣ ଦର୍ଶଅ ନୋଟିସ୍‌

ରାଜଧାନୀରେ କରୋନା ଚିକିତ୍ସା ପଇଁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଟଙ୍କା ଠାରୁ ଅଧିକ ଟଙ୍କା ଆଦାୟ କରିବାରୁ ଭୂବନେଶ୍ୱର ସନସାଇନ୍ ହସପିଟାଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ । 

ରାଜ୍ୟରେ କରୋନା ମହାମାରୀ ସମୟରେ ସାଧାରଣ ଲୋକମାନଙ୍କ ଯେପରି ଅଧୀକ ଖର୍ଚ୍ଚାନ୍ତ ହେବାକୁ ନପଡେ ସେଥି ପାଇଁ ରାଜ୍ୟ ସରକାର ରାଜ୍ୟରେ ସମସ୍ତ ଘରୋଇ ମେଡିକାଲ ମାନଙ୍କରେ କରୋନା ରୋଗିଙ୍କ ଚିକିତ୍ସ ପାଇଁ ସମାନ ଦର ଧାର୍ଯ୍ୟ କରିଥିବା ବେଳେ ରାଜଧାନୀରେ ଏହାର ବ୍ୟତିରେକ ଦେଖିବାକୁ ମୁଳିଥିଲା । 

ଏହି ପରି କିଛି ଅଭୀଯୋଗ ପାଇ ବିଏମସି ପକ୍ଷରୁ ସନସାଇନ୍ ହସ୍‌ପିଟଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *