ଫିଲ୍ମ, ସିରିଏଲ ସୁଟିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଏସଆରସି:

ଫିଲ୍ମ, ସିରିଏଲ ସୁଟିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଏସଆରସି:

କରୋନାର ଦ୍ରୁତ ସଂକ୍ରମଣ ହେତୁ ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ ରଖିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ ରଖିବାକୁ ସେ କହିଛନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ। ଦୈନିକ ୧୦ ହଜାର ପାର୍ ହେଉଛି ସଂକ୍ରମଣ। ସେହିଭଳି ମୃତ୍ୟୁସଂଖ୍ୟାରେ ବି କୌଣସି ବ୍ରେକ ଲାଗୁନି । ତେଣୁ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *