ଲୋକପ୍ରିୟ ଜଗନ୍ନାଥ ପ୍ରବଚକ ଚରଣ ରାମ ଦାସଙ୍କ କରୋନା ସଂକ୍ରମଣରେ ଦେହାନ୍ତ –

ଲୋକପ୍ରିୟ ଜଗନ୍ନାଥ ପ୍ରବଚକ ଚରଣ ରାମ ଦାସଙ୍କ କରୋନା ସଂକ୍ରମଣରେ ଦେହାନ୍ତ –

ଲୋକପ୍ରିୟ ଜଗନ୍ନାଥ ପ୍ରବଚକ ଚାରଣ ରାମ ଦାସଙ୍କ କରୋନା ସଂକ୍ରମଣରେ ଦେହାନ୍ତ ଘଟିଛି । ଗତ କିଛି ଦିନ ହେବ ସେ କରୋନାରେ ପିଡ଼ିତ ହୋଇ ପୁରୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ତାଙ୍କର ଦେହାନ୍ତ ହୋଇଛି ।

ପ୍ରବଚକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ହେବା ସହ ତାଙ୍କର ଶ୍ରାଶ କ୍ରିୟା ଜନିତ ସମସ୍ୟା ମଧ୍ୟ ଦେଖା ଯାଇଥିଲା । ଚରଣ ପ୍ରସିଦ୍ଧ ଜଗନ୍ନାଥ ପ୍ରବଚକ ଥିଲେ ଏବଂ ନିଜର ପ୍ରବଚନ ପାଇଁ ସେ ଓଡ଼ିଶାର ଘରେଘରେ ପରିଚିତ ଥିଲେ । ତାଙ୍କର ଜିବନ କାଳରେ ସେ ଜଗନ୍ନାଥ ସଂକୃତିର ପ୍ରଚାର ପ୍ରସାର ପାଇଁ ବହୁତ ପରିଚିତ ଥିଲେ ଏବଂ ତାକାର ଉଦ୍ୟମ ଜଗନ୍ନାଥ ସଂକୃତିକୁ ସବୁବେଳେ ଉଚ୍ଚରେ ପହଁଚାଇବା ପ୍ରଚେଷ୍ଟା ଜାରି ରହିଥିଲା ।

ଗତ କିଛିଦିନ ତାଳେ ଭୁବନେଶ୍ଵରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ଏବଂ କିଛିଦିନ ତଳେ ଘରକୁ ଆସି କରୋନା ନିୟମ ଅନୁଯାଇ ସଂଘରୋଧରେ ରହୁଥିଲେ ତେବେ ନିଶ୍ୱାସ ନେବାରେ ସେ ଅସୁବିଧଆ ଅନୁଭୁତ କରିବା ପରେ ତାଙ୍କୁ ପୁରୀର କୋଭିଡ ମେଡିକାରେ ଭ । କରାଯାଇଥିଲା ଏବଂ ସେଠାରେ ସେ ଚିକିସ୍ଥିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ।

Leave a Reply

Your email address will not be published. Required fields are marked *