ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତ୍ତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତ୍ତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତ୍ତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । 

ଜଣେ ଦୁବୃର୍ତ୍ତ ଅଚାନକ୍ ଘରେ ପସି ପ୍ରଫେସର ଧ୍ରୁବରାଜଙ୍କୁ ଆକ୍ରମଣ କରିଥିଲେ ଏହାପରେ ତାଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ତାରେ ଝାରସୁଗୁଡା ର ଏକ ଘରୋଇ ମେଡିକାଲକୁ ନିଆଯାଇଥିଲା ଓ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପ୍ରଫେସର ଧ୍ରୁବରାଜ ଝାରସୁଗୁଡା ଲଇକେରା ଥାନା ସରଗିଗୁଡା ତାଙ୍କ ବାସଭବନରେ ଥିବା ସମୟରେ ତାଙ୍କ ଉପରେ ଏଭଳି ଆର୍କିତ ଆକ୍ରମଣ ହୋଇଥିଲା ।

ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ । ଆକ୍ରମଣ କାରୀ ଜଣଙ୍କୁ ଲଇକେରା ପୋଲିସ୍ ଅଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *