ଖୁବ୍‌ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ସେରୋସର୍ଭେ : ନିର୍ଦ୍ଦେଶିକା ICMR –

ଖୁବ୍‌ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ସେରୋସର୍ଭେ : ନିର୍ଦ୍ଦେଶିକା ICMR –

ରାଜ୍ୟର ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଉଛି । ଏହାରି ମଧ୍ୟରେ ତୃତୀୟ ଲହରର ମଧ୍ୟ ଭୟ ବଢିଛି ।

ତେଣୁ ରାଜ୍ୟର ସବୁ ଜିଲ୍ଲାରେ ସେରୋସର୍ଭେ କରାଇ କେତେ ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ପରୀକ୍ଷା କରିବାକୁ ରାଜ୍ୟରେ ଖୁବ୍ ଶୀଘ୍ର ସେରୋସର୍ଭେ ଆରମ୍ଭ ହେବ ବୋଲି ଆଜି ଆଇସିଏମଆର ନିର୍ଦ୍ଦେଶିକା ଡାକ୍ତର ସଂଘ୍ରମିତ୍ରା ପତି ସୂଚନା ଦେଇଛନ୍ତି ।

ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ଅଧିକାର ଓ ଆଇସିଏମଆର ଅଧିକାରଙ୍କ ଉପସ୍ଥିତିରେ ଏକ ବୈଠକ ବସିବାକୁ ଯାଉଛି ।

ସେରୋସେର୍ଭ ପରେ ହିଁ ସ୍ପଷ୍ଟ ହୋଇ ପାରିବ ଯେ ପ୍ରକୃତରେ କରୋନା ମହାମାରୀର ଦ୍ୱିତୀୟ ଲହରର ପରେ ରାଜ୍ୟରେ କେତେ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇ ପାରିଛି ।

Leave a Reply

Your email address will not be published. Required fields are marked *