ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ  ବଜ୍ରକାପ୍ତା ସ୍ମଗଲରଙ୍କୁ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ କାବୁ କରିଛି-

ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ବଜ୍ରକାପ୍ତା ସ୍ମଗଲରଙ୍କୁ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ କାବୁ କରିଛି-

କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ପଞ୍ଝାରେ ପଡିଛି ବଜ୍ରକାପ୍ତା ସ୍ମଗଲର । ଡିଲ ହେଉଥିବା ବେଳେ ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ସ୍ମଗଲରଙ୍କୁ ଏସଟିଏଫ୍ କାବୁ କରିଛି । ସେମାନଙ୍କ ଠାରୁ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହାସହିତ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । 

ଗିରଫ ୩ ହେଲେ କଟକ ବଡମ୍ବାର ଚିତ୍ରସେନ ସାହୁ, ଭୁବନେଶ୍ୱରର ଖଗେଶ୍ୱର ସାହୁ ଓ ଗଞ୍ଜାମର ଭାଗୀରଥୀ ବେହେରା । ତେବେ ଜବତ ହୋଇଥିବା ବଜ୍ରକାପ୍ତାକୁ ଚନ୍ଦକା ଡିଏଫଓଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *