ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ –

ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ –

ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ôଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରାଯାଇଥିବା ଜଣାପଡିଛି । କିରାଣୀ କୃଣ୍ଣଚନ୍ଦ୍ର ଜେନାଙ୍‌କ ଶ୍ରୀ ଗୁଣ୍ଡିଚା ବିହାର ଘର, ବ୍ରହ୍ମଗିରି ପୈତୃତ ବାସଭବନ ଏବଂ ଭୁବନେଶ୍ୱରର ନୂଆ ଗାଁରେ ଥିବା ମହଲାରେ ରେଡ୍ କରାଯାଉଛି । 

ଭିଜିଲାନ୍ସର ୩ଟି ଟିମ୍ ସକାଳୁ ଚଢଉ ଜାରି ରଖିଛନ୍ତି । ଛତୁଆ ଦୁର୍ନୀତି ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । କେବଳ ଛତୁଆ ଦୁର୍ନୀତି ନୁହେଁ ତା ସହ ଶିଶୁ ବିକାଶ କାର୍ଯ୍ୟରେ ଆସୁଥିବା ଯୋଜନାରେ ଟଙ୍କା ହେରଫେର କରିଥିବା ଜଣାପଡିଛି । 

Leave a Reply

Your email address will not be published. Required fields are marked *