ଦୁଇ ଗୋଷ୍ଠୀ  ସଂଘର୍ଷରେ ଜଣେ ମୃତ, ଜଣେ ଗୁରୁତର ଆହତ

ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ଜଣେ ଗୁରୁତର ଆହତ

ପଞ୍ଚାୟତ ନିର୍ବାଚନ ସରିଗଲେ ମଧ୍ୟ ନିର୍ବାଚନ ପରେ ହିଂସା ଥମିବାର ନା ନେଉ ନାହିଁ, ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜାମୁନୀ ପଞ୍ଚାୟତରେ ମଙ୍ଗଳବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ସେଥିରେ ଯୋଗେଶ୍ୱର ବେହେରା ବୟସ ୨୪ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା, ଗୁରୁତର ଆହତ ଅଜିତ ପ୍ରାଣିଗ୍ରାହୀ ପ୍ରଥମେ ବ୍ରହ୍ମପୁର ସେଠାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବ ନେଇ ସୂଚନା।

Leave a Reply

Your email address will not be published. Required fields are marked *