ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂ

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂ

୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀ। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂ। ଜଣେ ସରକାରୀ କର୍ମଚାରୀଙ୍କଠାରୁ ନେଉଥିଲେ ଲାଞ୍ଚ। ଏକ ବଦଳି ନିର୍ଦ୍ଦେଶନାମାକୁ ବାତିଲ କରିବା ସହ ସୁବିଧା ଜାଗାରେ ନିଯୁକ୍ତି କରାଇ ଦେବାକୁ ନେଉଥିଲେ ଲାଞ୍ଚ। କଟକ ଭିଜିଲାନ୍ସ ଡିଭିଜନ୍‌ରେ ଏ ନେଇ ମାମଲା ରୁଜୁ ହୋଇଛି। ସଞ୍ଜିବ ସିଂଙ୍କ ଆୟ ବର୍ହିଭୁତ ସଂପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ୪ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।

Leave a Reply

Your email address will not be published. Required fields are marked *