ପୁଣି ଥରେ କ୍ରିକେଟ୍ ପଡ଼ିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭାରତୀୟ ଦଳର ହେବେ ଅଧିନାୟକ

ପୁଣି ଥରେ କ୍ରିକେଟ୍ ପଡ଼ିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭାରତୀୟ ଦଳର ହେବେ ଅଧିନାୟକ

ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସୁଛି। ପୁଣି ଥରେ କ୍ରିକେଟ୍ ପଡ଼ିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଚୌକା, ଛକା ମାରିବେ। ରିପୋର୍ଟ ମୁତାବକ, ସଚିନ ଆସନ୍ତା ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ‘ରୋଡ୍‌ ସେଫ୍ଟି ଓ୍ଵାର୍ଲ୍ଡ ସିରିଜ୍‌’ର ଦ୍ୱିତୀୟ ସିଜନରେ ନଜର ଆସିବେ। ଗତ ଥରର ଚାମ୍ପିୟନ ଇଣ୍ଡିଆନ୍ ଲିଜେଣ୍ଡସର ସଚିନ ହେବେ ଅଧିନାୟକ।

Leave a Reply

Your email address will not be published. Required fields are marked *