ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବିଜେଡି ନେତା ଲେନିନ୍‌ ମହାନ୍ତି

ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବିଜେଡି ନେତା ଲେନିନ୍‌ ମହାନ୍ତି

ବିଜେଡି ନେତା ଲେନିନ୍‌ ମହାନ୍ତିଙ୍କୁ ନୂଆ ଦାୟିତ୍ୱ। ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବିଜେଡି ନେତା ଲେନିନ୍‌ ମହାନ୍ତି । OTDCର ଅଧିକାରୀ ତାଙ୍କୁ ସ୍ୱାଗତ କରିଛନ୍ତି । ଆଗାମୀ ହକି ବିଶ୍ୱକପ୍‌ OTDC ପାଇଁ ଚ୍ୟାଲେଞ୍ଜ ରହିବ । ଯେଉଁ ଅତିଥିମାନେ ଓଡ଼ିଶା ଆସିବେ ସେମାନେ କିପରି ଭଲ ଅନୁଭୂତି ନେଇ ଫେରି ସେନେଇ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *