ଆଜି ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେ

ଆଜି ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେ

ଆଜି ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ଆଉ ହାତରେ କମ୍‌ ସମୟ ଥିବାରୁ  ସମର୍ଥନ ଯୋଗାଡ଼ କରିବେ । ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବରିଷ୍ଠ ନେତା ଶଶୀ  ଥରୁର ।ନିର୍ବାଚନ ପୂର୍ବରୁ ସମର୍ଥନ ଯୋଗାଡ଼ କରୁଛନ୍ତି ଖଡ୍‌ଗେ। ଓଡ଼ିଶାରୁ ୪୨୮ ଜଣ କଂଗ୍ରେସ ନେତା ମତଦାନ କରିବେ। ଆସନ୍ତା ୧୭ ତାରିଖରେ ହେବ ଏଆଇସିସି ଅଧ୍ୟକ୍ଷ ନିର୍ବାଚନ। ୧୯ରେ ଆସବ ଫଳାଫଳ।

Leave a Reply

Your email address will not be published. Required fields are marked *