ରାଜ୍ୟରେ ବଢୁଛି ନକଲି କାରବାରର ସାମ୍ରାଜ୍ୟ,

ରାଜ୍ୟରେ ବଢୁଛି ନକଲି କାରବାରର ସାମ୍ରାଜ୍ୟ,

ରାଜ୍ୟରେ ବଢୁଛି ନକଲି କାରବାରର ସାମ୍ରାଜ୍ୟ,
ଅନୁଗୁଳରୁ ଅପମିଶ୍ରିତ ତେଲ କାରଖାନା ଠାବ-
ରାଜ୍ୟରେ ନକଲି କାରବାରର ସାମ୍ରାଜ୍ୟ ବଢିଚାଳିଛି । ନକଲି ସସ, ଘିଅ , ଚା ପତି, ଆଚାର ଓ କୋଲ୍ଡ ଡ୍ରିଙ୍କସ ଆଦି ପରେ ଏବେ ଅନୁଗୁଳରୁ ନକଲି ତେଲ କାରଖାନା ଠାବ ହୋଇଛି ।
ଅନୁଗୁଳରେ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲଗାଇ ଏକ ବେଆଇନ ଓ ଅପମିଶ୍ରିତ ତେଲ କାରବାର ଚାଲିଥିଲା । ପୋଲିସ ଓ ଡନସ୍ୱାସ୍ଥ୍ୟ ବିଭାଗ ଖବର ପାଇ ଚଢାଉ କରିଛି । ସେଠାରୁ ବିଭିନ୍ନ ବ୍ରାଣ୍ଡର ଷ୍ଟିକର୍ ସହ ବିପୁଳ ଅପମିଶ୍ରିତ ତେଲ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ 4 ଜଣକୁ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *