କଟକ ମହାନଗର ନିଗମ ତରଫରୁ ମୋ ୱାର୍ଡ ଅଭିଯାନ କାର୍ଯ୍ୟକ୍ରମ

କଟକ ମହାନଗର ନିଗମ ତରଫରୁ ମୋ ୱାର୍ଡ ଅଭିଯାନ କାର୍ଯ୍ୟକ୍ରମ

କଟକ ଆଜି ଦେଖି ବାକୁ ମିଳିଛି ୱାର୍ଡ ନମ୍ବର ପାଞ୍ଚ,କଟକ ମହାନଗର ନିଗମ ତରଫରୁ ମୋ ୱାର୍ଡ ର ଅଭିଯାନ ର ସିଡିଏ ସେକ୍ଟର ସାତରେ ଆୟୋଜନ କରାଯାଇଥିଲା I ଏଥିରେ ସିଡିଏ ସେକ୍ଟର ସାତ ମର୍କତନଗର ଅଞ୍ଚଳରେ ରହୁଥିବା ସ୍ଥାନୀୟ ବାସିନ୍ଦା ମାନେ ବହୁତ ମାନ୍ୟ ଗଣ ବ୍ୟକ୍ତି ଯୋଗ ଦେଇ ନିଜ ନିଜର ପରିଚୟ ଦେବା ସହିତ, ନିଜ ଅଞ୍ଚଳର ସମସ୍ୟା ଗୁଡିକୁ କହିଥିଲେ I ଏହି ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ମୋ ୱାର୍ଡର ଅଭିଯାନର ମୁଖ୍ୟ ତଥା କଟକ ମହାନଗର ନିଗମର ମେୟର ଶ୍ରୀ ଯୁକ୍ତ ସୁବାଷ ସିଂ ଓ କଟକ ମହାନଗର ନିଗମର ଡେପୁଟି କମିଶନର ଶ୍ରୀ ଯୁକ୍ତ ଅଜୟ କୁମାର ମହାନ୍ତି ଯୋଗ ଦେବା ସହିତ ୱାର୍ଡର ସମସ୍ୟା ଗୁଡିକୁ ଖୁବ ଶୀଘ୍ର ଏହାର ସମାଧାନ କରାଯିବା ପାଇଁ ପ୍ରତି ସୃତି ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଆଇନୀ ଯିବି ବିଜ୍ଞାନ ମହାପାତ୍ର, ବିଶିଷ୍ଟ  କବିତା ଲେଖକ, କଟକ ଜାଗ୍ରତର ସଭାପତି ପତି ମୁରଲୀ ଧର ଶତପଥୀ, ଆଇନୀ ଯିବି ସବିତା ରଞ୍ଜନ ପଟନାୟକ, ଆଇନୀ ଯିବି ଲଷ୍ମୀଧର ପହରାଜ, ବଇଁଶୀ ଧର ରାଉତ, ପ୍ରେମାଂଶୁ ବେହେରା, ଅନ୍ୟ ମାନ୍ୟ ଗଣ ବେକ୍ତି ଯୋଗ ଦେଇଥିଲେ, ଏହି ସଭାକୁ ପରିଚାଳନା କରୁଥିଲେ ୱାର୍ଡ ର କର୍ପୋଟର ଶ୍ରୀ ମତି ପ୍ରିୟମ୍ବଦା ସ୍ୱାଇଁ  I

Leave a Reply

Your email address will not be published. Required fields are marked *