ମହିଳା ଆରୋଗ୍ୟ ସମିତି ଦ୍ବାରା ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ମହିଳା ଆରୋଗ୍ୟ ସମିତି ଦ୍ବାରା ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର ବଡଖେମୁଣ୍ଡି ଭଣ୍ଡାରି ସାହି ମହିଳା ଆରୋଗ୍ୟ ସମିତି ଦ୍ବାରା ରାଜ୍ୟ ସରକାରଙ୍କ ମୋ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ଦ୍ଵାରା ଏକ ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମହିଳା ଆରୋଗ୍ୟ ସମିତିର ସଭନେତ୍ରୀ ରାଜଲକ୍ଷ୍ମୀ ଖାଡଙ୍ଗା ଏବଂ ମମତା ସାହୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ,ଏଏନ୍ଏମ, ଅଗନ ୱାଡ଼ି କର୍ମୀ, ଆଶାକର୍ମୀ ଏବଂ ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ସମାଜରେ ଜାଗ୍ରତର ଏକ ବାତାବାରଣ ସୃଷ୍ଟି ହୋଉଛି ଓ କନ୍ୟାଭ୍ରୂଣ ହତ୍ୟାର ସାଂଖ୍ୟ କମିଛି ବୋଲି ଦୁଇ ସଭାନେତ୍ରୀ ନିଜ ଭାଷଣରେ କହିଥିଲେ। ଶେଷରେ ମୋ ଗେହ୍ଲା ଝିଅର ବାପା ପ୍ରଫୁଲ୍ଲ ବେହେରା ଏବଂ ମା ସୋନ୍ତୋଷିନି ବେହେରା ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *