ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୫୦ ଘଣ୍ଟା ପରେ ସୁଧୁରୁଲା ସ୍ଥିତି: ପରୀକ୍ଷାମୂଳକ ଭାବେ ଗଡ଼ିଛି ମାଲବାହୀ ଟ୍ରେନ

ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୫୦ ଘଣ୍ଟା ପରେ ସୁଧୁରୁଲା ସ୍ଥିତି: ପରୀକ୍ଷାମୂଳକ ଭାବେ ଗଡ଼ିଛି ମାଲବାହୀ ଟ୍ରେନ

ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୫୦ ଘଣ୍ଟା ପରେ ସୁଧୁରୁଲା ସ୍ଥିତି । ବାହାନଗାରେ ସରିଲା ରେଳ ଧାରଣା ମରାମତି । ଟ୍ରେନ ଚଳାଚଳ ପାଇଁ ୨ଟି ଟ୍ରାକକୁ ପ୍ରସ୍ତୁତ କରାଯାଇଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ଗଡ଼ିଛି ମାଲବାହୀ ଟ୍ରେନ । ଡାଉନ୍ ଟ୍ରାକ୍ ଥ୍ରୋ ଟ୍ରେନ୍ ଚାଲିଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଏହି ମାଲବାହୀ ଟ୍ରେନ୍ ଗଡ଼ିଛି । ରାତିରେ ଆଉ କେତେକ ଟ୍ରେନ ଚଳାଚଳ କରିବା ସୂଚନା ରହିଛି । ୨ ତାରିଖ ସନ୍ଧ୍ୟାରେ ଭୟଙ୍କର ରେଳ ଦୁର୍ଘଟଣା ପରେ ବନ୍ଦ ରହିଥିଲା ଟ୍ରେନ ଚଳାଚଳ ।

Leave a Reply

Your email address will not be published. Required fields are marked *