ମନୋରମା ଶାଢ଼ୀ ସେଣ୍ଟରରେ ବରଗଡ଼ ଓ ସମ୍ବଲପୁର CT ଏବଂ GST ବିଭାଗର ଚଢ଼ାଉ 

ମନୋରମା ଶାଢ଼ୀ ସେଣ୍ଟରରେ ବରଗଡ଼ ଓ ସମ୍ବଲପୁର CT ଏବଂ GST ବିଭାଗର ଚଢ଼ାଉ 

ବରଗଡରେ ଥିବା ମନୋରମା ଶାଢ଼ୀ ସେଣ୍ଟରରେ ଟାକ୍ସ ଫାଙ୍କିବା ଅଭିଯୋଗରେ ଉଭୟ ବରଗଡ଼ ଓ ସମ୍ବଲପୁର CT ଏବଂ GST ବିଭାଗର ଚଢ଼ାଉ ଜାରି ରହିଛି । ତେବେ ଅଭିଯୋଗ ପାଇଲା ପରେ ସଶସ୍ତ୍ର ପୋଲିସ ସହ ଜିଏସଟି ବିଭାଗ ପହଂଚିଛି ।

ଦୋକାନ ସହ ଦୋକାନ ମାଲିକଙ୍କ ଘରେ ରେଡ୍‌ କରୁଛି ଜିଏସଟି  । ଡେପୁଟି କମିଶନର ଜିଏସଟି ଏନଫୋର୍ସମେଣ୍ଟ ବରଗଡ ରଜନୀକାନ୍ତ ସେଠ୍‌ଙ୍କ ନେତୃତ୍ବରେ ରେଡ କରୁଛି ଦୁଇଟି ଟିମ୍  ।

Leave a Reply

Your email address will not be published. Required fields are marked *