ଭୁବନେଶ୍ବରରେ ଅଜନ୍ତା ସର୍କସ 

ଭୁବନେଶ୍ବରରେ ଅଜନ୍ତା ସର୍କସ 

 ଆଜିଠୁ ଭୁବନେଶ୍ବରରେ ଚାଲିବ ଅଜନ୍ତା ସର୍କସ । ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଅଜନ୍ତା ସର୍କସ ଆରମ୍ଭ ହେବ । ଦୀର୍ଘ ୮ ବର୍ଷ ପରେ ଓଡ଼ିଶାକୁ ଏହି ସର୍କସ ଆସିଛି । ଆଜି ଉଦଘାଟନୀ ସନ୍ଧ୍ୟା ୭ଟାରେ ଖେଳାଯିବ ପ୍ରଥମ ତଥା ଗୋଟିଏ ଖେଳ । ଏଥିରେ ଇଥିଓପିଆ ଓ ନାଇଜେରିଆର ବିଦେଶିନୀ ଦେଖାଇବେ ଜିମ୍ନାଷ୍ଟିକ ଖେଳ । ଭୁବନେଶ୍ବରରେ ୪୦ ଦିନ ଧରି ଚାଲିବ ଅଜନ୍ତା ସର୍କସ ।

Leave a Reply

Your email address will not be published. Required fields are marked *