
୧-ଗାଡ଼ିରେ HSRP ନମ୍ବର ଲଗାଇନଥିବା ଲୋକ ହୋଇଯାଆନ୍ତୁ ସାବଧାନ, ୨୩ ପରେ କଟିବ ଚାଲାଣ।
୨-ପ୍ରକାଶ ପାଇଲା +୨ କଳା ପରୀକ୍ଷା ଫଳ, ଉତ୍ତୀର୍ଣ୍ଣ ହାର ୭୮.୮୮%,+୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର ୬୭.୪୮%।
୩-ଭୁବନେଶ୍ୱର:ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୁବ୍ ଶୀଘ୍ର ୩୩୫ ଶିକ୍ଷକ ନିଯୁକ୍ତି ପାଇବେ।
୪-ଭୁବନେଶ୍ୱର: ରାସ୍ତାରେ ବାଲି ବଢ଼ାଉଛି ୪୩% ଦୁଇ ଚକିଆ ଦୁର୍ଘଟଣା,ବିନା ଆବରଣରେ ବାଲି ପରିବହନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।
୫-ଭୁବନେଶ୍ବରରେ ତାଣ୍ଡବ ରଚିଲା କାଳବୈଶାଖୀ, ଝଡ଼ବର୍ଷା ପରେ ବିଜୁଳି କାଟ,ଗଛ ଡାଳଭାଙ୍ଗି ରାସ୍ତା ଅବରୋଧ, ଉପୁଡ଼ି ପଡ଼ିଛି ବିଦ୍ୟୁତ ଖୁଣ୍ଟ।
୬-ISI ହାତରେ ଓଡ଼ିଶା ସିମ୍ କାର୍ଡ: ନୟାଗଡ଼ରୁ ଆଉ ଜଣେ ଗିରଫ।
୭-+୨ କଳାରେ କିସ୍ର ଶତପ୍ରତିଶତ ସଫଳତା, କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଜଣାଇଲେ ଶୁଭେଚ୍ଛା।
୮-ଭୁବନେଶ୍ୱର: ଚିହ୍ନଟ ଅପେକ୍ଷାରେ ୮୨ ଶବ,୫୦ ଦାବିଦାରଙ୍କ DNA ନମୁନା ସଂଗ୍ରହ।
୯-ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣ, ପିଲାମାନେ ଭୟ ନକରିବା ପାଇଁ ଗାଁ ଲୋକେ ନେଲେ ନିଷ୍ପତ୍ତି।
୧୦-ରଥଯାତ୍ରା ପାଇଁ ମୁତୟନ ରହିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ।
୧୧-ରାଇକିଆ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତ।
୧୨-ଜୁନ୍ ୨୩ରେ ବିହାର ପାଟନାରେ ଏକାଠି ହେବେ ମୋଦୀ ବିରୋଧୀ । ସାମିଲ ହେବେ ୧୫ ରାଜନୈତିକ ଦଳର ନେତା
୧୩-ଟାଟୁକୁ ଦେଖି ମୃତଦେହ ଚିହ୍ନଟ କଲେ ପରିବାର ଲୋକ, ୬ ଦିନ ପରେ ମିଳିଲା ପଶ୍ଚିମବଙ୍ଗ ଯୁବକଙ୍କ ପରିଚୟ।
୧୪-କାଶୀପୁରରେ କଲେଜ ପ୍ରତିଷ୍ଠା ନିଷ୍ପତ୍ତି ଖୁବ୍ ଶୀଘ୍ର, ବିଜୁ ଏକ୍ସପ୍ରେସ୍ ୱେ ରାୟଗଡା ପ୍ରକଳ୍ପରେ ଖର୍ଚ୍ଚ ହେବ ୧୫୦୦ କୋଟି।
୧୫-ସପ୍ତାହେ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ, ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଭାରତ ଛୁଇଁବ
୧୬-ଫ୍ରାନ୍ସର ଅନେସୀ ସହରରେ ପିଲାଙ୍କୁ ଛୁରୀରେ ଆକ୍ରମଣ; ୫ ଗୁରୁତର।
୧୭-ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକ ନିକଟକୁ ଫେରିଛି ୫୦% ୨୦୦୦ ଟଙ୍କିଆ ନୋଟ୍।
୧୮-ଟ୍ୱିଟର ପରେ ଏବେ ଫେସ୍ବୁକ୍, ବ୍ଲୁଟିକ୍ ପାଇଁ ନେବ ଟଙ୍କା।ମାସିକ ୬୯୯ ଟଙ୍କା ନେବା ପାଇଁ ଘୋଷଣା।