
୧-ଅସହ୍ୟ ତାତିରେ ଜଳୁଛି ଓଡ଼ିଶା; ଆହୁରି ୩ ଦିନ କରିବ କଲବଲ।୪୪ଂ ଉପରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ଓ ସୋନପୁର।
୨-ଆଜି ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ, ଓଡ଼ିଶାରେ କାର୍ଯ୍ୟାନୁଷ୍ଠାନ ପ୍ରଭାବ ହୀନ।
୩-ଭୁବନେଶ୍ୱର: ପ୍ଲାନେଟୋରିୟମର କମ୍ପ୍ୟୁଟର ଖରାପ୍,ଦୁଇ ଦିନ ହେଲା ଶୋ ବନ୍ଦ।
୪-ରାୟପୁର: ଛତିଶଗଡ଼ରେ ଟଳିଲା ବଡ଼ ଦୁର୍ଘଟଣା, ମୁହାଁ ମୁହିଁ ଥକ୍କାରୁ ବର୍ତ୍ତିଲା ଦୁଇ ଟ୍ରେନ।
୫-ଭୁବନେଶ୍ୱର: ଧନ୍ଦାମୂଳକ ଶିକ୍ଷାରୁ ମୁହଁ ଫେରାରଛନ୍ତି ଛାତ୍ରଛାତ୍ରୀ,୪ ବର୍ଷ ହେଲା କମୁଛି ନାମ ଲେଖା।
୬-ସୋରଡ଼ା:ବନ୍ଧୁକ ଦେଖାଇ ୧୫ଲକ୍ଷ,୨୫ ଭରି ସୁନା ଲୁଟ୍।
୭-ବଲାଙ୍ଗୀରକୁ ବଡ଼ ଉପହାର: PRHS ଇନଡୋର ଷ୍ଟାଡିୟମ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
୮-ଆସାମ ଗଲା କୋରାପୁଟର କଳାବତୀ ଧାନ, ଜିଲ୍ଲାପାଳ କଲେ ଶୁଭାରମ୍ଭ । ପ୍ରଚୁର ପୋଷକ ତତ୍ୱ ଥିବାରୁ ବଢୁଛି ଚାହିଦା।
୯-ବାହାନଗା ରେଳ ଟ୍ରାଜେଡିକୁ ପୁରିଲା ୧୦ଦିନ, ବାହାନଗାବାସୀ କଲେ ଦଶାହ କର୍ମ।
୧୦-5ଟି ସଚିବଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ: ନୂଆ ରୂପରେ ଝଲସିବ ମା’ ତାରିଣୀ ପୀଠ, ବ୍ରହ୍ମେଶ୍ୱର ଓ ସିତାବିଞ୍ଜି ମନ୍ଦିରର ହେବ ନବକଳେବର।
୧୧-କାର୍ଯ୍ୟଭାର ନ କମିଲେ ଅକ୍ଟୋବର ୨ରୁ ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା।
୧୨-ଭୁବନେଶ୍ବର ଝାରପଡ଼ାର ଏକ ପାର୍ଟସ ଦୋକାନରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି।
୧୩-ସାରା ରାଜ୍ୟରେ ବିଜୁଳି କଟୁଛି ଘନ ଘନ: ହନ୍ତସନ୍ତ ହେଉଛନ୍ତି ଜନତା।ଶକ୍ତିମନ୍ତ୍ରୀଙ୍କ ବୟାନକୁ ନେଇ ବିରୋଧୀଙ୍କ ତୀବ୍ର ପ୍ରତିକ୍ରିୟା ।
୧୪-ରୋଜଗାର ଦେଉଛି ବନଜାତ ଦ୍ରବ୍ୟ । ‘ତେନ୍ତୁଳି କେକ୍’ ପ୍ରସ୍ତୁତ କରି ଆତ୍ମନିର୍ଭର ହେଉଛନ୍ତି ରାୟଗଡା ବିଷମକଟକ ଅଞ୍ଚଳର ମହିଳା।
୧୫-ଓଡିଶା ମାଟିରେ ବିଦେଶୀ ଫଳ । ଥାଇଲାଣ୍ଡ ପିଜୁଳି, କଦଳୀ, ମୌସୁମୀ, ମିଆଁଜାକି ଓ ଆମ୍ବ ଚାଷ କରି ଚର୍ଚ୍ଚାରେ ଜଳେଶ୍ୱରର ଯୁବଚାଷୀ ଦିବ୍ୟନ୍ଦୁ।
୧୬-ରାଉରକେଲା:ନିର୍ମାଣର ୫ ମାସ ନପୂରୁଣୁ ଭାଙ୍ଗିଗଲା ରାଉରକେଲାର ହକି ଷ୍ଟାଚ୍ୟୁ।
୧୭-ରଥଯାତ୍ରାବେଳେ ଡ୍ରୋନ ଉଡ଼ାଇବା ମନା, କଟକଣା ଜାରି କଲା ପୁରୀ ପୁଲିସ।
୧୮-ଡବ୍ଲ୍ୟୁଟିସି ଫାଇନାଲରେ ହାରିଲା ଭାରତ, ଅଷ୍ଟ୍ରେଲିଆଠାରୁ ୨୦୯ରେ ହାରିଲା ଭାରତ।
୧୯-ଜେଲ୍ ଯାଇପାରନ୍ତି ଟ୍ରମ୍ପ୍, ଗୋପନୀୟ ଫାଇଲ ରଖିବା ମାମଲାରେ ଫସିଲେ ଟ୍ରମ୍ପ।
୨୦-ଏଲନ୍ ମସ୍କ ‘ସ୍ପେସଏକ୍ସ’ ରେ ନିଯୁକ୍ତ ପାଇଲେ ୧୪ ବର୍ଷ ବୟସର ଇଂଜିନିୟର ‘କୈରନ କାଜି’ ।