ରାଶିଫଳ: ୧୫.୦୬.୨୦୨୩ : ଗୁରୁବାର

ରାଶିଫଳ: ୧୫.୦୬.୨୦୨୩ : ଗୁରୁବାର

ମେଷ: ଦୂର ସ୍ଥାନ ଯାତ୍ରା କରିପାରନ୍ତି। ନିଜର ଧୈର୍ଯ୍ୟ ଏବଂ ବୁଦ୍ଧି ବଳରେ ସଫଳତା ହାସଲ କରିବେ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।

ବୃଷ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ରହିବ। ଲୋକପ୍ରିୟତା ମିଳିବ। ପାରିବାରିକ ସୁଖ ଶାନ୍ତି ମିଳିବ। ପ୍ରତିଷ୍ଠିତ ଲୋକଙ୍କ ସହ ମିତ୍ରତା କରିପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ।

ମିଥୁନ: ପାରିବାରିକ ସୁଖ ଶାନ୍ତି ମିଳିବ। ମହିଳାମାନେ ପିଲାଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଉଚ୍ଚପଦ ମିଳିବାର ଆଶଙ୍କା ରହିଛି। ପିଲାମାନେ ଖେଳପ୍ରତି ଅଧÒକ ଧ୍ୟାନ ଦେବେ।

ସିଂହ: ପିଲାମାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଅଧିକ ଚିନ୍ତା କରିବେ। ଅଚାନକ ଖୁସି ଖବର ପାଇବେ। ବନ୍ଧୁଙ୍କ ସହଯୋଗ ରହିବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

କର୍କଟ: ନୂତନ କାମ ପାଇଁ ଟେଣ୍ଡର ପାଇବେ। ପ୍ରେମ ବ୍ୟାପାରରେ ସଫଳତା ମିଳିବ। ବିଦ୍ୟାର୍ଥୀଙ୍କ ପଢ଼ାପ୍ରତି ରୁଚି ବଢ଼ିବ। ବାଣିଜ୍ୟରେ ସଫଳତା ମିଳିବ। ଆର୍ଥିକ ଲାଭ ମିଳିବ। ଯାନବାହନ କ୍ରୟ କରିପାରନ୍ତି।

କନ୍ୟା: ସକାରାତ୍ମକ ଚିନ୍ତାରୁ ଦିନଟି ଆରମ୍ଭ ହେବ। ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସମୟ ବହୁତ ଭଲ। ପାରିବାରିକ କଳହ ଲାଗିପାରେ। ନୂତନ ଯାନବାହନ କ୍ରୟ କରିପାରନ୍ତି। ସନ୍ତାନଙ୍କ ପ୍ରଗତିରେ ଖୁସି େହବେ।

ତୁଳା: ଦିନଟି ଭଲରେ ବିତିବ। ରଚନାତ୍ମକ କ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଶୁଭ ମୁହୂର୍ତ୍ତ। ଗୁରୁଜନଙ୍କ ପରାମର୍ଶ ନେଇ କାମ କରନ୍ତୁ। ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।

ବିଛା: ନୂତନ କାମ ପାଇଁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ଅନ୍ୟମନସ୍କ ହେବେ। ଅଯଥା ଖର୍ଚ୍ଚ କରନ୍ତୁନି। ବନ୍ଧୁ ପରିଜନଙ୍କ ସହ ସମୟ ବିତାନ୍ତୁ। ଉଧାର ଦେଇ ପାରନ୍ତି।

ଧନୁ: ଦିନର ଆରମ୍ଭରୁ ଆଳସ୍ୟ ଅନୁଭବ କରିପାରନ୍ତି। ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଖୁସି ଅନୁଭବ କରିବେ। କର୍ମକ୍ଷେତ୍ରରେ ଗୁରୁଦାୟିତ୍ବ ମିଳିପାରେ। ନୂତନ ବନ୍ଧୁ ମିଳନ ହୋଇପାରେ।

ମକର: ପୂଜାର୍ଚ୍ଚନାରେ ସମୟ ବିତିବ। ଅଟକି ଥିବା ଅର୍ଥ ଫେରିପାଇବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।

କୁମ୍ଭ: ସମୟର ସଦୁପଯୋଗ କରନ୍ତୁ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଅଭିଭାବକମାନେ ଚିନ୍ତାରେ ରହିବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ଆୟ ଅନୁସାରେ ବ୍ୟୟ ଅଧିକ ହେବ।

ମୀନ: ହଠାତ୍‌ ଆପଣଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିବ। ଅର୍ଥ ନେଣ-ଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

Leave a Reply

Your email address will not be published. Required fields are marked *