ନିୟୁ ଫେମିଲି ରେଷ୍ଟରାଣ୍ଟର ପ୍ରଥମ ବାର୍ଷିକୀ ପାଳିତ

ନିୟୁ ଫେମିଲି ରେଷ୍ଟରାଣ୍ଟର ପ୍ରଥମ ବାର୍ଷିକୀ ପାଳିତ

ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ମୁଖ୍ୟ ରାସ୍ତାରେ ଥିବା ନିୟୁ ଫାମିଲି ରେଷ୍ଟରାଣ୍ଟ ଆଜି ତାର ପ୍ରଥମ ବାର୍ଷିକୀ ଶୁଭ ମହୁରତ ପାଳନ କରିବା ସହିତ ଯାତ୍ରୀ ମାନଙ୍କୁ ଖାଦ୍ୟ ଉପରେ ୫୦ ପ୍ରତିଶତ ରିହାତି ଦିଆଯାଇଛି l ଯାହାକି ଏହା ବ୍ରହ୍ମପୁର ଠାରୁ ଫୁଲବାଣୀ ଅଭିମୁଖେ ଯାତ୍ରା କରୁଥିବା ମୁଖ୍ୟ ସଡକ ଉପରେ କେନ୍ଦୁପଦର ଠାରେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଟିଛି. ଏଠାରେ ପେଟ୍ରୋଲ ପମ୍ପ ସୁବିଧା ସହିତ ଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସ୍ୱାଦର ଖାଦ୍ୟ ପେୟର ବ୍ୟବସ୍ଥା ରେଷ୍ଟରାଣ୍ଟ ତରଫରୁ ସ୍ୱଳ୍ପ ବିନିମୟରେ ଯାତ୍ରୀ ମାନଙ୍କୁ ଦିଆଯାଉଛି. ଏହା ଆସିକା ଠାରୁ ମାତ୍ର 14 କିମି ଏବଂ ଭଞ୍ଜନଗର ଠାରୁ 24 କିମି ଥିବାବେଳେ ଏହା ଯାତ୍ରୀ ମାନଙ୍କ ପାଇଁ ମୁଖ୍ୟ ଆକର୍ଷଣର ସୁସ୍ୱାଦୁ ଭୋଜନର କେନ୍ଦ୍ରବିନ୍ଦୁ ପାଲିଟିଛି. ଏଠାରେ ରାତ୍ରି କାଳୀନ ଘରୋଇ ବସ ଏବଂ ଟ୍ରକ ତଥା ସରକାରୀ ବସ ନିଜର ରାତ୍ରି ଭୋଜନ ପାଇଁ ଏଠାରେ ଅପେକ୍ଷାରେ ରହିଥାନ୍ତି. କିନ୍ତୁ ରେଷ୍ଟରାନ୍ତ ମାଲିକଙ୍କ ଉଦ୍ୟମ ଚେଷ୍ଟା ବଳରେ ସମସ୍ତ ଯାତ୍ରୀ ନିଜକୁ ସୁରକ୍ଷୀତ ମନେକରି ବଡ ଉତ୍କଣ୍ଠତାର ସହିତ ଭୋଜନ କରି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି. ଆଜି ଛୋଟ ବଜାର ର ନିୟୁ ଫେମିଲି ରେଷ୍ଟରଣ୍ଟ ଆଜି ସମଗ୍ର ଆସିକା ଅଂଚଳରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛି ! କ୍ରମଶଃ ଏହା ଭବିଷ୍ୟତରେ ଏକ ଉଚ୍ଚକୋଟୀର ହୋଇ ସାଧାରଣ ଯାତ୍ରୀଙ୍କ ପାଇଁ ସବୁ ସୁବିଧା ତଥା ଉଚ୍ଚ ମାନର ସୁସ୍ବାଦୁ ଖାଦ୍ୟ ଏବଂ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ମାଲିକ ଶ୍ରୀ ଜିତୁ ପଣ୍ଡା ପ୍ରତିଶୃତି ରଖିଛନ୍ତି. ସୂଚନା ଥାଉକି ଏଠାରେ ଉଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଅବସ୍ଥାପିତ ଅଛି ଯାହା କି ସବୁବେଳେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି ରେଷ୍ଟରାଣ୍ଟ ରେ ନିର୍ଭର କରିଥାନ୍ତି. ଏଣୁ ଭବିଷ୍ୟତରେ ଏହା ଖାଦ୍ୟ ପେୟ ପାଇଁ ଉକଷ୍ଟ ସ୍ଥାନ ନିର୍ଧାରଣ କରିବ ବୋଲି ସ୍ଥାନୀୟ ଜନତା ମତ ପ୍ରକାଶ କରିଛନ୍ତି.

Leave a Reply

Your email address will not be published. Required fields are marked *