କଳାହାଣ୍ଡି ଜିଲ୍ଲା ଲଡ଼ୁଗାଁ ସଚେତନତା ମଞ୍ଚ ତରଫ ରୁରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲା ଲଡ଼ୁଗାଁ ସଚେତନତା ମଞ୍ଚ ତରଫ ରୁରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲା ଲଡ଼ୁଗାଁ ର ସଚେତନ ମଞ୍ଚ ତରଫରୁ ମାନ୍ୟବର ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚ ପକ୍ଷରୁ ୩୦ ଗୋଟି ଦାବି ମଧ୍ୟରୁ ପ୍ରମୁଖ ଦାବି ହେଉଛି ଯେ, ଲଡ଼ୁଗାଁ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦିଆଯାଉ,ଲଡ଼ୁଗାଁ ରେ ପଂଚାୟତ ସମିତ କରାଯାଉ, ଲଡ଼ୁଗାଁ ରେ ପୋଲିସ ଥାନା କାର୍ଯ୍ୟାଳୟ ପ୍ରତିଷ୍ଠା,,ଲଡ଼ୁଗାଁ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଉ,, ଲଡ଼ୁଗାଁ ରେ +2 ବିଜ୍ଞାନ କଲେଜ, ଓ ବିଜ୍ଞାନ କଳା ଡିଗ୍ରୀ କଲେଜ କରାଯାଉ,ପୃତ ବିଭାଗ ମୋଟେର ଠାରୁ ଲଡ଼ୁଗାଁ ଦେଇ ବାନେର ରାସ୍ତା ସମ୍ପ୍ରସାରଣ,ଘରଘର କୁ ପାନୀୟ ଜଳ ଯୋଗାଣ କରିବା,ସରକାରୀ ଓ ଗ୍ରାମ ସଭା ଜମି ଚି଼ହ୍ନଟ କରି ବୃକ୍ଷ ରୋପଣ କରିବା,ପୋଖରୀ ସବୁ କୁ ଉନ୍ନତି କାର୍ଯ୍ୟ କରି ଡ୍ରେନ ବ୍ୟବସ୍ଥା କରିବା ଇତ୍ୟାଦି ୩୦ ଗୋଟି ଦାବିକୁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି ଲଡ଼ୁଗାଁ ସଚେତନ ମଞ୍ଚ ପକ୍ଷରୁ।

Leave a Reply

Your email address will not be published. Required fields are marked *