ବରଗଡ ଜିଲ୍ଲା ଭେଡେନ ବ୍ଲକ.ଅନ୍ତର୍ଗତ ମାନପୁର ଗ୍ରାମ ପଂଚାୟତ ଅଫିସ ଠାରେ ଭତ୍ତା ବଣ୍ଟନ କରାଯାଇଛି। ଏହି ଅବସରରେ ଭେଡେନ ବ୍ଲକ ର ଜେଇ ପ୍ରଧାନ ସାର .ମାନପୁର ଗ୍ରାମ ପଂଚାୟତ ର ଜି ଆର .ଏସ .ମୀନକେତନ ଭୋଇ,ପୂର୍ବତନ ଜିଲ୍ଲା ପରିଷଦ ସୁବାଷ ହୋତା ପ୍ରମୁଖ ଉପସ୍ଥିତ ଥିଲେ।