ବରଗଡ଼ ବ୍ରିଜ ଉପରୁ ଯୁବତୀଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୁତ୍ତ

ବରଗଡ଼ ବ୍ରିଜ ଉପରୁ ଯୁବତୀଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୁତ୍ତ

ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଜିରା ଵିଜୁ ସେତୁ ଉପରେ ଜଣେ ଯୁବତୀ ଙ୍କୁ ଏକ ଧାରୁଆ ଅସ୍ତ୍ର ରେ ଗଳା କାଟି ବ୍ରିଜ ତଳକୁ ଫିଙ୍ଗି ଦେଇଛନ୍ତି ଦୁର୍ବୁତ୍ତ l ନଦିରେ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ପଡିଛି l ଘଟଣା ସ୍ଥଳରେ ବରଗଡ଼ SDPO, ଭଟଲି ଥାନା ଅଧିକାରୀ, ସଦର ଥାନା ଅଧିକାରୀ ଙ୍କ ସମେତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପଂହଁଚି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *