ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାଫଳ ଅଗଷ୍ଟ ୮ ତାରିଖରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଦିନ ଘୋଷଣା କରିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ କୋଭିଡ୍
Category: News
ଚେନ୍ନାଇରେ ଆରମ୍ଭ ହେବ ୪୪ ତମ ଚେସ୍ ଅଲିମ୍ପିଆଡ୍, ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆଜିଠାରୁ ଚେନ୍ନାଇରେ ଆରମ୍ଭ ହେବ ୪୪ ତମ ଚେସ୍ ଅଲିମ୍ପିଆଡ୍। ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଥର ପାଇଁ ଭାରତରେ ଚେସ୍ ଅଲିମ୍ପିଆଡ୍ ଆୟୋଜିତ ହେଉଛି। ଚେନ୍ନାଇର ଜେଏଲ୍ଏନ୍ ଇନ୍ଡୋର ଷ୍ଟାଡିୟମରେ
ଆଜି ବିଶ୍ୱ ହେପାଟାଇଟିସ୍ ଦିବସ: ପ୍ରତିମାସରେ ଭର୍ତ୍ତି ହେଉଛନ୍ତି ୨ ଶହ ରୋଗୀ
ଆଜି ବିଶ୍ବ ହେପାଟାଇଟିସ୍ ଦିବସ। ହେପାଟାଇଟିସ୍ ‘ବି’ ରୋଗ ଏଡ୍ସଠାରୁ ବି ଭୟଙ୍କର। ଯଦି ପରିସଂଖ୍ୟାନ ଦେଖାଯାଏ ତାହେଲେ ଭାରତରେ ୪ରୁ ୭ ପ୍ରତିଶତ ଓ ଓଡିଶାରେ ୩ରୁ ୪ ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ
ଆଜି ଶ୍ରୀମନ୍ଦିରରେ ଚିତାଲାଗି ନୀତି: ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା। ମହାପ୍ରଭୁଙ୍କୁ ଲାଗି ହେବ ବ୍ରହ୍ମଜ୍ୟୋତି ହୀରା ଚିତା। ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଦଇତାପତି, ଓ ଅନ୍ୟାନ୍ୟ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ଏହି
ଭୁବନେଶ୍ୱରରେ ଗଡ଼ିବ ଇ-ବସ୍ ଓ ଇ-ରିକ୍ସା , ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ୍
ରାଜଧାନୀରେ କାଲିଠୁ ଚାଲିବ ଇ-ବସ୍ । ମୋ ବସ୍ର ସଫଳତା ପରେ ଇ-ବସ୍ ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ୍ ଚାଲିବ । ଶୁକ୍ରବାର ସନ୍ଧ୍ୟାରେ ଇ-ବସ୍ର ଉଦଘାଟନ କରିବେ
ପ୍ରକାଶ ପାଇଲା +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ, ବିଜ୍ଞାନରେ ୯୪.୧୨ ଓ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ
ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଘୋଷଣା ହୋଇଛି । ବୁଧବାର ୪ଟା ସମୟରେ ଏହି ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା
ଅମରନାଥ ଗୁମ୍ଫା ନିକଟରେ ପୁଣି ପ୍ରବଳ ବର୍ଷା; ୪୦୦୦ ଲୋକ ଉଦ୍ଧାର
ଜମ୍ମୁ-କାଶ୍ମୀରରେ ଅମରନାଥ ଗୁମ୍ଫା ନିକଟରେ ପୁଣି ପ୍ରବଳ ବର୍ଷା ଚିନ୍ତା ବଢ଼ାଇ ଦେଇଛି। ଏହି କାରଣରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ କିଛି ଦିନ ତଳେ ବାଦଲଫଟା ବର୍ଷା ଯୋଗୁ ଅନେକ
ମୁଖ୍ୟ ଶାସନ ସଚିବଙ୍କ ହ୍ବାଟସ୍ଆପ୍ ହ୍ୟାକ୍
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ହ୍ବାଟ୍ସଆପ୍ ହ୍ୟାକ୍ କରିଛନ୍ତି ସାଇବର ଠକ। ୯୩୧୫୬୪୧୭୮୪ ନମ୍ବରରେ ଶ୍ରୀ ମହାପାତ୍ରଙ୍କ ଫଟୋକୁ ହ୍ବାଟସ୍ଆପ୍ ଆକାଉଣ୍ଟରେ ଲଗାଇ ଆମାଜନ କମ୍ପାନିଠାରୁ ବିଲ୍ ପୈଠ କରିବା ପାଇଁ
ଭାରତରେ ୨୦୨୫ ଦିନିକିଆ ମହିଳା ବିଶ୍ବକପ୍
୨୦୨୪ରୁ ୨୦୨୭ ମସିହା ମଧ୍ୟରେ ଖେଳାଯିବାକୁ ଥିବା ୪ଟି ଆଇସିସି ମହିଳା ପ୍ରତିଯୋଗିତା ଭିତରୁ ତିନିଟି ଭାରତୀୟ ଉପମହାଦେଶରେ ଆୟୋଜିତ ହେବ। ୨୦୨୫ ମସିହାର ଆଇସିସି ଦିନିକିଆ ମହିଳା ବିଶ୍ବକପ୍ ଭାରତରେ ଅନୁଷ୍ଠିତ ହେବାକୁ
ଜୋରଦାର ଭୂମିକମ୍ପ ଝଟକାରେ ଦୋହଲିଲା ଫିଲିପାଇନ୍ସ, ତୀବ୍ରତା ୭.୦
ଭୂମିକମ୍ପରେ ଥରିଲା ଫିଲିପାଇନ୍ସ । ଆଜି ସକାଳୁ ଫିଲିପାଇନ୍ସରେ ଭୂକମ୍ପର ତୀବ୍ର ଝଟକା ଆଜି ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ଫିଲିପାଇନ୍ସର ଦକ୍ଷିଣ-ପୂର୍ବରେ ୧୪ କିଲୋମିଟର ଦୂରରେ ଥିବା ଡୋଲୋରେସରେ ସୃଷ୍ଟି ହୋଇଛି

