ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା କଲେ –

ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଘୋଷଣା ଛାଛାତ୍ରଛାତ୍ରୀ ମାନଙ୍କୁ ଅସ୍ବସ୍ତି ଆଣିଦେବ।

ପଞ୍ଚବର୍ଷୀକ ଯୋଜନା ଶ୍ରୀମନ୍ଦିରର ବିଭିନ୍ନ ମରାମତି କାର୍ଯ୍ୟ ଏବଂ ସଂରକ୍ଷଣ ପାଇଁ ହେବ –

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବାର୍ଷିକ ବୈଠକରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ତେବେ ଏହି ବୈଠକଟି ମନ୍ଦିର ଭିତରେ ମରାମତି ଏବଂ ରକ୍ଷଣାବେକ୍ଷଣ କାର‌୍ୟ୍ୟକୁ ସମନ୍ୱିତ କରିବା ପାଇଁ ଅନୁଷ୍ଠିତ ହୋଇଥାଏ ।

ଯୁବକ-ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଛି, ପୋଲିସର ତଦନ୍ତ ଆରମ୍ଭ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରୁ ଯୁବକ-ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ସେ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ବିଜୟ ସାହୁଙ୍କ କୋଭିଡ୍‌ରେ ଆକ୍ରାନ୍ତରେ ପରଲୋକ

କୋଭିଡ୍‌ରେ ଆକ୍ରାନ୍ତ ହୋଇ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ ସାହୁଙ୍କର ଆଜି ପରଲୋକ ହୋଇଛି ।

ଚୋରା ମଦ ମାଫିଆଙ୍କ ଅବକାରୀ ଟିମ୍ ଉପରେ ଆକ୍ରମଣ

ଆଜି ଅବକାରୀ ଟିମ୍ ର ସଦସ୍ଯ ମାନେ ଭୁବନେଶ୍ଵର ଉପକଣ୍ଠରେ ଏକ ଚୋରା ମଦ କାରବାର କରୁଥିବା ଭରତପୁର ଅଞ୍ଚଳରେ ଏକ ଘରେ ଚଢାଉ କରିଥିଲେ। ତେବେ ଏହି ସମୟରେ ମଦ ମାଫିଆ ମାନଙ୍କ ପକ୍ଷରୁ ଅବକାରୀ ଦଳ ଉପରେ ଆକ୍ରମଣ ହୋଇଛି।

କରୋନାରେ ମୃତ ପରିବାରଙ୍କ ସନ୍ତାନଙ୍କୁ ବିଧାୟୀକାଙ୍କ ସହାୟତା ।

୧.ମେଟାଲ୍ ମୋରମ୍ ରାସ୍ତାକୁ ନେଇ ଦୁଇ ଗୋଷ୍ଠୀ ମୁହାମୁହିଁ , ଜୋର ଧରିଲା ରାସ୍ତାର ମରାମତି ଦାବି । ୨.ପାଉଁଶ ବୋଝେଇ ଟ୍ରକ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ ।

ସ୍ମାର୍ଟ ସ୍କୁଲ କରିବାକୁ ନେଇ ତେଜୁଛି ବିବାଦ: ସ୍ମାର୍ଟ ସ୍କୁଲ ସରକାରୀ ବିଦ୍ୟାଳୟରେ କରିବାକୁ ଦାବୀ

ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲ ତାଲିକାରେ ସ୍ଥାନ ପାଇଥିବା ଏକ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଇ ସୃଷ୍ଟି ହୋଇଛି ବିବାଦ।

1 54 55 56 57 58 121