ସାମୁଦ୍ରିକ ଝଡ “ୟସ” ଯିବା ପରେ ସମଗ୍ର ରାଜ୍ୟରେ ବୁଦ୍ଧି ପାଇଛି ଦିନର ତାପମାତ୍ରା, ତେବେ ଏହା ସାଙ୍ଗକୁ ଗୁଳୁଗୁଳି ଲୋକମାନଙ୍କୁ ଅସହ୍ୟ କରପକାଉଛି।
Category: Regional
ଲକଡାଉନ୍ ସୁନ୍ଦରଗଡ,ଗଜପତି ଓ ନୂଆପଡା ଜିଲ୍ଲାରେ କୋହଳ ହେଲା
ରାଜ୍ୟରେ କରୋନା ମୁକାବିଲା ପାଇଁ ଜୁନ୍ 1 ତାରିଖ ସକାଳ 5ଟାରୁ ଜୁନ୍ 17 ତାରିଖ ସକାଳ 5ଟା ପର୍ଯ୍ୟନ୍ତ ଜାରି ରହିଥିବା ଲକଡାଉନ୍ ଅବଧିକୁ ବଢାଯାଇଛି ଏବଂ ଏହି ସମୟରେ ପୂର୍ବ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୩୧ ତାରିଖ ୨୦୨୧ ମସିହା(ସୋମବାର) ସୌରମାସ-ବୃଷ ୧୭ ଦିନ
ଆସନ୍ତାକାଲିଠାରୁ ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଯୋଗୁଁ ବର୍ଷା ସମ୍ଭାବନା-
ଆସନ୍ତାକାଲି ଠାରୁ ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାନେଇ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବଡ଼ ଘୋଷଣା: ଜୁନ୍ ୧୭ ପର୍ଯ୍ୟନ୍ତ ଓଡ଼ିଶାରେ ବଢିଲା ଲକଡାଉନ୍
ଓଡ଼ିଶାରେ ଜୁନ୍ ୧୭ ପର୍ଯ୍ୟନ୍ତ ପୁଣି ବଢିଲା ଲକଡାଉନ୍ ।
ଘାଟିରେ ଓଲଟିଲା ଆମ୍ବୁଲାନ୍ସ ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-
ରୋଗୀ ଆଣିବାକୁ ଯାଉଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ । ଗତକାଲି ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଆଣିବାକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଶରତ ଘାଟିରେ ଓଲଟି ପଡ଼ିଛି ।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୩୦ ତାରିଖ ୨୦୨୧ ମସିହା(ରବିବାର) ସୌରମାସ-ବୃଷ ୧୬ ଦିନ
ରାଉରକେଲାରେ ଚାରୋଟି ଜୁଆ ଆଡ୍ଡାରେ ଚଢାଉ , ୧୨ ଗିରଫ
ରାଉରକେଲାରେ ଚାରୋଟି ଜୁଆ ଆଡ୍ଡାରେ ଚଢାଉ , ୧୨ ଗିରଫ
ଏଣିକି ବିପର୍ଯ୍ୟୟ ଏବଂ ମହାମାରୀ ମୁକାବିଲା ପ୍ରସ୍ତୁତିକୁ ଛାତ୍ରଛାତ୍ରୀ ପାଠ୍ୟ ପୁସ୍ତକରେ ପଢିବେ-
ବିପର୍ଯ୍ୟୟ ଏବଂ ମହାମାରୀ ପ୍ରସ୍ତୁତିକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମର ଏକ ଅଂଶ କରିବା ପାଇଁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି।
ଅନ୍ଧ ବିଶ୍ୱାସର ନଗ୍ନ ଚିତ୍ର : ମୃତ ପୁଅକୁ ବଞ୍ଚାଇବା ପାଇଁ ଗୁଣି ଗାରେଡି-
ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଅନ୍ଧ ବିଶ୍ୱାସର ଶିକାର ହୋଇ ମଲା ପୁଅ ପୁଣି ବଞ୍ଚିବା ଆଶାରେ ଦୀର୍ଘ ୩୦ ଘଣ୍ଟା ଧରି ଚାଲିଛି ପୁଜାର୍ଚ୍ଚନା ।