ଅଦ୍ୟ ଜାନୁଆରୀ ୩୧ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-କୃଷ୍ଣପକ୍ଷତିଥି-ତୃତୀୟା ରାତ୍ରି ଘ୦୮/୩୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ପୂର୍ବା: ଫା ରାତ୍ରି ଘ୦୨/୦୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା: ଫାଚନ୍ଦ୍ର – ସିଂହଯୋଗ-ଶୋଭନକରଣ-ବାଣିଜ୍ୟସୌରମାସ -ମକର
Category: KHABAR AAJIRA
ପ୍ରବଳ କୁହୁଡ଼ି ଫଳରେ ୨ଟି ସ୍ଥାନରେ ଓଲଟିଲା ବସ୍…….
ପ୍ରବଳ କୁହୁଡ଼ି ଫଳରେ ୨ଟି ସ୍ଥାନରେ ଓଲଟିଲା ବସ୍; ଜଣେ ମୃତ, ୧୪ ଗୁରୁତରବସ୍ ଦୁର୍ଘଟଣାରେ ଚାଲିଯାଇଛି ଦୁଇ ଦୁଇଟି ଜୀବନ କିନ୍ତୁ ଏହି ବସ୍ ଦୁର୍ଘଟଣା ଅଲଗା ଅଲଗା ସ୍ଥାନରେ ହୋଇଥିବା ସୁଚନା
ଆସନ୍ତା ଫେବୃଆରୀ ୨ ତାରିଖରୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟାରିୟମ
କରୋନା କଟକଣା ପାଇଁ ବନ୍ଦଥିବା ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ଆସନ୍ତା ଫେବୃଆରୀ ୨ ତାରିଖରୁ ଖୋଲିବାକୁ ଯାଉଛି । ଏହାଛଡ଼ା ବୁର୍ଲା ପ୍ଲାନେଟାରିୟମ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ
ଆସନ୍ତାକାଲି ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବେ ଶଶିକଳା
ରବିବାର ଦିନ ବେଙ୍ଗାଲୁରୁ ଡାକ୍ତରଖାନାରୁ ଡିସଚାର୍ଜ ହେବେ ତାମିଲନାଡୁର ସ୍ୱର୍ଗତ ସିଏମ ଜୟଲଳିତାଙ୍କ ସବୁଠାରୁ ବିଶ୍ୱସ୍ତ ସହାୟକ ତଥା ବହିଷ୍କୃତ AIADMK ନେତା ଶଶିକଳା । ଶଶିକଳା ବେଙ୍ଗାଲୁରୁର ଏକ ଘରେ ଏକ ସପ୍ତାହ
ସମ୍ବଲପୁରରେ ହାତୀ ଉପଦ୍ରବ
ସମ୍ବଲପୁର ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରବ ଥମୁନାହିଁ । କିଛି ଦିନର ବ୍ୟବଧାନ ପରେ ପୁଣି ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଧିନରେ ଲଗାତାର ଭାବେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି ଲୋକେ ଭୟଭୀତ
ରାଜ୍ୟରେ ବଢୁଛି ନକଲି କାରବାରର ସାମ୍ରାଜ୍ୟ,
ରାଜ୍ୟରେ ବଢୁଛି ନକଲି କାରବାରର ସାମ୍ରାଜ୍ୟ,ଅନୁଗୁଳରୁ ଅପମିଶ୍ରିତ ତେଲ କାରଖାନା ଠାବ-ରାଜ୍ୟରେ ନକଲି କାରବାରର ସାମ୍ରାଜ୍ୟ ବଢିଚାଳିଛି । ନକଲି ସସ, ଘିଅ , ଚା ପତି, ଆଚାର ଓ କୋଲ୍ଡ ଡ୍ରିଙ୍କସ ଆଦି
ଆକ୍ସନ ମୁଡରେ ରାଜ୍ୟ ସରକାର, ୯ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ଦେଲେ…..
ଆକ୍ସନ ମୁଡରେ ରାଜ୍ୟ ସରକାର, ୯ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ଦେଲେ ବାଧ୍ୟତାମୂଳକ ଅବସର …… ଦୁର୍ନୀତିଗ୍ରସ୍ତ ଓ ଅପାରଗ ସରକାରୀ ଅଧିକାରୀଙ୍କୁ ଆଉ ନିସ୍ତାର ନାହିଁ । ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ରାଜ୍ୟ
ଚୋରା ଗଞେଇ ବେପାରୀଙ୍କ ନୁଆ ଫଣ୍ଡା
ଉପରେ କୁକୁଡା ଖାଦ୍ୟ ଭିତରେ ଗଞେଇ ରଖି ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଲାଣ କାରବାର । ପୁଣି ବ୍ରହ୍ମପୁରରୁ ଜବତ ହେଲା ୨
ଝରାଫୁଲ ମୃତ୍ୟୁ ମାମଲାରେ ରାକେଶ ସ୍ୱାଇଁକୁ ୫ ଦିନିଆରେ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ
ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ସସପେନ୍ସ ବଢିବାରେ ଲାଗିଛି । ଏବେବି ଅସ୍ପଷ୍ଟ ମୃତ୍ୟୁର କାରଣ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ପୋଲିସ୍ ଗିରଫ କରି ସରିଥିବା ବେଳେ ଏବେ କେବଳ
ପୁଣି ଏକ ନକଲି ଘିଅ କାରଖାନା ଠାବ
କଟକ 30;01-କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ କରାଯାଇଛି । ଭେଜାଲ ସାମଗ୍ରୀର ଅମରାବତୀ ପାଲଟିଛି କଟକ । କଟକ ଜିଲ୍ଲା ସିଡିଏ ସେକ୍ଟର 9 ରେ ଦୀର୍ଘ ଦିନ ହେଲା