ସୋନପୁର:୧୧/୪(ଭାସ୍କର ଦାଶ ):-ରାଜ୍ୟ ସ୍ତରରେ କଟକ ବାଲିଯାତ୍ରା ପଡିଆରେ ଓଡ଼ିଶା ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ କାର୍ଡ ଓ ଆୟୁଷ୍ମାନ ବେ ବନ୍ଦନା ଯୋଜନା ଲୋକାର୍ପଣ
Category: KHABAR AAJIRA
ଆଜିଠୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା: ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା
ଭୁବନେଶ୍ୱର: ୧୧/୦୪( ଅଶୋକ ସାହୁ ): ଶୁକ୍ରବାର ଠାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଲାଗୁ ହେବ। କଟକର ବାଲିଯାତ୍ରା ପଡ଼ିଆରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଏଥିରେ
୧୫ ବର୍ଷରୁ କମ୍ ଇଣ୍ଟର କ୍ଲବ୍ ଫୁଟବଲ୍ ଚାମ୍ପିଅନସିପର ଚତୁର୍ଥ ଦିବସ ଖେଳ ଅନୁଷ୍ଟିତ
ସୋନପୁର :୧୦/୦୪(ଭାସ୍କର ଦାଶ ): ସୋନପୁର ଗାନ୍ଧୀ ଷ୍ଟାଡିୟମରେ ୧୫ ବର୍ଷରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ର ଚତୁର୍ଥ ଦିବସ ଖେଳ ଅନୁଷ୍ଟିତ ହୋଇ ଯାଇଛି ଳ ସୁବର୍ଣ୍ଣପୁର
ପାଣିରେ ମାତ୍ରାଧିକ ଫ୍ଲୋରାଇଡ୍, ଆଇରନ୍: ନୟାଗଡ଼ରେ ବଢ଼ୁଛନ୍ତି କିଡ୍ନି ରୋଗୀ
ନୟାଗଡ଼:୧୦/୦୪: ପିଇବା ପାଣିକୁ ନେଇ ଏବେ ନୟାଗଡ଼ ଜିଲ୍ଲାରେ ସାଂଘାତିକ ସ୍ଥିତି। କେଉଁଠି ଆଦୌ ପାଣି ଟୋପେ ମିଳୁନି ତ ଆଉ କେଉଁଠି ଫ୍ଲୋରାଇଡ୍ ଓ ଆଇରନ୍ମିଶା ପାଣି ପିଇବା ଯୋଗୁ ଲୋକମାନେ କିଡ୍ନି
ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଭାରତ ପହଞ୍ଚିବା ଆଗରୁ ଶାହାଙ୍କ ବଡ ବୟାନ: ମୋଦୀଙ୍କୁ ପ୍ରଶଂସା
ନୂଆଦିଲ୍ଲୀ: ୧୦/୦୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଭାରତ ପହଞ୍ଚିବା ଆଗରୁ ବଡ ବୟାନ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଲେ, ତହବୁର ରାଣାର ପ୍ରତ୍ୟର୍ପଣ ମୋଦୀ ସରକାରଙ୍କ ପାଇଁ କୁଟନୀତିର
ନବୀନ ପଟ୍ଟନାୟକ ମିଛ କହିଛନ୍ତି: ପ୍ରଭାତ ତ୍ରିପାଠୀ
ଭୁବନେଶ୍ୱର ୧୦/୦୪: ମିଛ କହିଛନ୍ତି ନବୀନ ପଟ୍ଟନାୟକ। ମୁଁ ବିଜେଡିରେ ନାହିଁ ସେ କହିବା ମହା ମିଛ। ଦଳ ସଭାପତି ଏଭଳି କହିବା ଭୁଲ୍। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି କହି ବିଜେଡି ସଭାପତି
ପାଣ୍ଡିଆନ୍ଙ୍କୁ ନେଇ ବିଜେଡି ଦୁଇଫାଳ!
ଭୁବନେଶ୍ବର: ଓ୍ବାକଫ୍ ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ ପରଠାରୁ ରାଜ୍ୟ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ବିଜେଡିରେ ଭିକେ ପାଣ୍ଡିଆନ୍ଙ୍କୁ ନେଇ ସପକ୍ଷବାଦୀ ଏବଂ ବିରୋଧି ଦୁଇ ଗୋଷ୍ଠୀ ଗଠନ ହୋଇଛି। ଫଳରେ
ସବୁ ଘରକୁ ଏସ୍ଏଚ୍ଜିରେ ଯୋଡ଼ାଯିବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଭୁବନେଶ୍ବର: ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ଢାଞ୍ଚା ସଂପୂର୍ଣ୍ଣ ବଦଳିବ। ସବୁ ଘରକୁ ଏସ୍ଏଚ୍ଜି ଗ୍ରୁପ୍ ସହ ଯୋଡ଼ାଯିବ। ପ୍ରତି ପରିବାରକୁ ଏସ୍ଏଚ୍ଜି ସହ ଯୋଡ଼ିବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ପୂର୍ବ
ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ/ୱାକାଥନ ଅନୁଷ୍ଠିତ
ପ୍ରାଚୀନ କୀର୍ତ୍ତିରାଜୀ ଓ ଐତିହ୍ୟକୁ ଉଜ୍ଜୀବିତ କରିବା ହେଉଛି ଏହି ଗଣଦୌଡର ଉଦେଶ୍ୟ : ସୁବର୍ଣ୍ଣପୁର : ୦୫/୦୪(ଭାସ୍କର ଦାଶ ):ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାପ୍ରଶାସନ ଓ କ୍ରୀଡା ଓ
ଆଧାରକାର୍ଡ, ଜନ୍ମ ପ୍ରମାଣପତ୍ର ନାହିଁ: ସ୍କୁଲ୍ ମାଡ଼ି ପାରୁନାହାନ୍ତି ୪୨ ପିଲା
ବନ୍ଧୁଗାଁ: ସରକାରୀ ଅବହେଳାରୁ ଗୋଟିଏ ପଞ୍ଚାୟତର ୪୨ ପିଲା ଶିକ୍ଷା ଅଧିକାରରୁ ବଞ୍ଚିତ। ଘର କାମରେ ସହଯୋଗ କରୁଛନ୍ତି, ନଚେତ ଗାଈ ଚରାଇବାକୁ ଯାଉଛନ୍ତି। ଯାହାର ସୂଚନା ଶିକ୍ଷା ବିଭାଗ ନିକଟରେ ନାହିଁ। ଶିଶୁ

