ବିଜେଡି ନେତା ଲେନିନ୍ ମହାନ୍ତିଙ୍କୁ ନୂଆ ଦାୟିତ୍ୱ। ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବିଜେଡି ନେତା ଲେନିନ୍ ମହାନ୍ତି । OTDCର ଅଧିକାରୀ ତାଙ୍କୁ ସ୍ୱାଗତ କରିଛନ୍ତି । ଆଗାମୀ ହକି
Category: Entertainment
ଭିଜିଲାନ୍ସ ଜାଲରେ ବାଲେଶ୍ବର କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ରେଡ୍ ଚାଲିଛି। ଏକକାଳୀନ ୫ଟି
ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ୫-ଟି ସଚିବ, ଶ୍ରୀମନ୍ଦିର ଉନ୍ନତି ମୂଳକ କାର୍ଯ୍ୟର କଲେ ସମୀକ୍ଷା
ପୁରୀରେ ୫-ଟି ସଚିବ । ଆଜି ସକାଳୁ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ୫-ଟି ସଚିବ
ଚଳିତ ବର୍ଷ ଦୀପାବଳି ଦିନ ପଡୁଛି ସୂର୍ଯ୍ୟୋପରାଗ, ଠାକୁରଙ୍କ ପୂଜାର୍ଚ୍ଚନା ଓ ଦେବନୀତି ବନ୍ଦ
ଦୀପ ବେପାରକୁ ଗ୍ରାସିବ ରାହୁ। ଚଳିତ ବର୍ଷ ଦୀପାବଳି ଦିନ ପଡୁଛି ସୂର୍ଯ୍ୟୋପରାଗ। ତେଣୁ ପରମ୍ପରା ଅନୁସାରେ ସେହି ଦିନ ଠାକୁର ପୂଜାର୍ଚ୍ଚନା ଓ ଦେବନୀତି ବନ୍ଦ ରହିବ। ଏପରିକି ଦୀପାବଳି ପାଳନ ବି
ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ
ଧାମନଗର ଉପନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଆଜି ବିଜେଡି ପକ୍ଷରୁ ଅବନ୍ତୀ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅବନ୍ତୀ ଆଜି ସକାଳୁ ନିଜ ବାସଭବନରୁ ପୂଜାର୍ଚ୍ଚନା କରି
ରେଳ କର୍ମଚାରୀଙ୍କୁ ଦୀପାବଳି ବୋନସ ଦେଲେ କେନ୍ଦ୍ର ସରକାର, ମିଳିବ ୭୮ ଦିନର ଅଧିକ ଦରମା
ରେଳ କର୍ମଚାରୀଙ୍କୁ ଦୀପାବଳି ବୋନସ ଦେଲେ କେନ୍ଦ୍ର ସରକାର। ବୋନସ ନେଇ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ଏହା ଜଣାଇଛନ୍ତି। ରେଳ କର୍ମଚାରୀଙ୍କୁ ୭୮
ଧାମନଗର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ଅବନ୍ତୀ ଦାସଙ୍କୁ ଟିକେଟ୍
ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ପାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ସୂଚନା ମିଳିଛି । ଅବନ୍ତୀଙ୍କ ପାର୍ଥୀତ୍ୱକୁ ବିଜେଡି ସୁପ୍ରିମୋ ନବୀନ୍ ପଟ୍ଟନାୟକ
ଖୁଲମ୍ଖୁଲା ଚାଲିଥିଲା ଗୁଟ୍ଖା ବିକ୍ରି, ୨୧ଟି ଦୋକାନରେ ଚଢାଉ
ବେଆଇନ୍ ଗୁଟ୍ଖା ଦୋକାନରେ ରେଡ୍ । ଫୁଲବାଣୀ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ । ଖୁଲମ୍ଖୁଲା ଗୁଟ୍ଖା ବିକ୍ରି କରାଯାଉଥିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଏପରି ଆକ୍ସନ
ଆଜିର ରାଶିଫଳ
ଅଦ୍ୟ ଅକ୍ଟୋବର ମାସ ୧୩ ତାରିଖ ୨୦୨୨ ମସିହା(ଗୁରୁବାର)ଶକାବ୍ଦ -୧୯୪୪ସମ୍ବତ -୨୦୭୯ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ଅନଳକାର୍ତ୍ତିକ-କୃଷ୍ଣପକ୍ଷତିଥି- ଚତୁର୍ଥୀ ରାତ୍ରି ଘ୦୨/୫୩ ଗତେ ପଞ୍ଚମୀନକ୍ଷତ୍ର- କୃତ୍ତିକା ସଂ ଘ୦୭/୧୫ ଗତେ ରୋହିଣୀଚନ୍ଦ୍ର- ବୃଷଯୋଗ- ଅଶ୍ରୁକ୍କରଣ – ବବସୌରମାସ- କନ୍ୟା ୨୭
ଓଆରଏଚଡିସି ମାମଲା, ବାରବାଟୀ-କଟକ ଵିଧାୟକଙ୍କ ଆଵେଦନ ଉପରେ ହାଇକୋର୍ଟରେ ଶୁଣାଣି
ଓଡିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଵା ଓଆରଏଚଡିସି ମାମଲାରେ ଆଜି ଵାରଵାଟୀ କଟକ ଵିଧାୟକ ମହମ୍ମଦ୍ ମୋକିମଙ୍କ ଆଵେଦନ ଉପରେ ହାଇକୋର୍ଟରେ ଶୁଣାଣି ହେଵ । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ

