ସ୍ମାର୍ଟ ସ୍କୁଲ କରିବାକୁ ନେଇ ତେଜୁଛି ବିବାଦ: ସ୍ମାର୍ଟ ସ୍କୁଲ ସରକାରୀ ବିଦ୍ୟାଳୟରେ କରିବାକୁ ଦାବୀ

ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲ ତାଲିକାରେ ସ୍ଥାନ ପାଇଥିବା ଏକ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଇ ସୃଷ୍ଟି ହୋଇଛି ବିବାଦ।

(WTC) ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଦଳ କୌଣସି ଚାପରେ ନାହିଁ- ବିରାଟ କୋହଲି

ବୁଧବାର ବିରାଟ କୋହଲି କହିଛନ୍ତି ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ ପାଇଁ ସାଉଥମ୍ପଟନରେ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ସମାନ ସ୍ଥିତିରେ ଅଛନ୍ତି।

ସୁପ୍ରିମକୋର୍ଟ 18 ରୁ 44 ବର୍ଷ ବୟସ୍କଙ୍କ ଟିକା କରଣ ନିତିକୁ ନେଇ କେନ୍ଦ୍ର ଉପରେ ଖପ୍ପା –

45 ବର୍ଷର ଉର୍ଦ୍ଧ ବୟସ ଶ୍ରେଣୀକୁ ମାଗଣା ଟୀକାକରଣ ଏବଂ ନିମ୍ନରେ ଥିବା ବ୍ୟକ୍ତିଙ୍କ ପାଇଁ ଦେୟ ପ୍ରଦାନ ପ୍ରଣାଳୀ କେନ୍ଦ୍ରର ନୀତି ହେଉଛି ଅଯୌକ୍ତିକ” ବୋଲି ସୁପ୍ରିମକୋର୍ଟ ଆଜି ଏହି ପ୍ରସଙ୍ଗରେ ବିସ୍ତୃତ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଟିକାର ସଙ୍କଟ ଦୁର କରିବା ପାଇଁ ନବୀନ ପଟ୍ଟନାୟକ ଚିଠି ଲେଖିଲେ-

ସ୍ବଧୀନତା ପରେ ଏହା ହେଉଛି ସବୁଠାରୁ ବଡ ଆହ୍ୱାନ ଏବଂ ସମସ୍ତ ରାଜ୍ୟ ଆଗକୁ ଆସିବା ଉଚିତ, ସଂଘିୟ ସହୋଯୋଗ ବ୍ଯବସ୍ତା ପାର୍ଥକ୍ୟକୁ ପୃଥକ କରିବା, ଜୀବନ ଏବଂ ଜୀବିକା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ଇସ୍ପାତ କାରଖାନାରେ 100 ଶଯ୍ୟା ବିଶିଷ୍ଟ COVID କେୟାର ସେଣ୍ଟର ଲୋକାର୍ପିତ କଲେ-

ଆଜି ରାଉରକେଲାରେ ଇସ୍ପାତ ନିଦାନ କେନ୍ଦ୍ର, ଓଡିଶାର SAIL ର ରାଉରକେଲା ଇସ୍ପାତ କାରଖାନାର 100 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି ।

ପୋଲିସର ନୀରବତାରେ ଅତିଷ୍ଠ ହୋଇ ନବୀନ ନିବାସ ସାମ୍ନାରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ-

ପୁରୀ ଜିଲ୍ଲାର ଡେଲାଙ୍ଗା ଅଞ୍ଚଳର ଜଣେ ମହିଳା ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଜାତୀୟ ମାନବାଧିକାର କମିଶନ ଭାବେ ଦାୟିତ୍ଵ ଗ୍ରହଣ-

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ଆଜି ଜାତୀୟ ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ବରିଷ୍ଠ ବିଜେଡି ନେତା ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ-

ଆଜି ସଂଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ବିଜେଡି ନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତଙ୍କ ଦେହାନ୍ତ ହୋଇଛି।

ସର୍ତ୍ତମୂଳକ ଜାମିନ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା, ସର୍ତ୍ତାନୁସାରେ ଗଣମାଧ୍ୟମରେ ମାମଲା ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେବେ ନାହିଁ –

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରାଯାଇଛି । ତିନିଟି ମାମଲାରେ ତାଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଛି ।

1 89 90 91 92 93 183