ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏହାର ସ୍ୱତନ୍ତ୍ର ସାଧାରଣ ବୈଠକରେ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ନେଇଛି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ ର ଅସମାପ୍ତ ମ୍ୟାଚ୍ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ।
Month: May 2021
ବିସିସିଆଇର ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ଥଗିତ ରହିଥିବା ଆଇପିଏଲ ନେଇ ହେବ ନିଷ୍ପତ୍ତି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୧)ର ନୂତନ କାର୍ଯ୍ୟସୂଚୀ ଓ ଆଗାମୀ ଟି-୨୦ ବିଶ୍ୱକପ୍ ସହ ଜଡିତ ଶନିବାର ଅନଲାଇନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ସାଧାରଣ ସଭାରେ ବିସିସିଆଇ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବ।
୧୦ କୋଟି ଟଙ୍କାର ଜୋରିମାନା HDFC ବ୍ୟାଙ୍କ୍ ଉପରେ ଲଗାଇଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ-
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶୁକ୍ରବାର, ମେ ୨୮ ରେ, HDFC ବ୍ୟାଙ୍କ ଲିମିଟେଡ୍ ଉପରେ ଧାରା ୧୦ (୨) ଏବଂ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, ୧୯୪୯ (ଆକ୍ଟ) ର ଧାରା ୮ ର ଉଲ୍ଲଂଘନ ପାଇଁ ୧୦ କୋଟି ଟଙ୍କା ଜରିମାନା ଲଗାଇଛନ୍ତି।
ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସ କରୋନାରେ ଆଖି ବୁଜିଲେ-
ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସ ଶୁକ୍ରବାର କରୋନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ବୋଲି ପୁଅ ଚନ୍ଦନ ଦାସ ସୂଚନା ଦେଇଛନ୍ତି ।
ଆଇସିଜି ଜଳ ଜାହାଜ ଭାରତର ଆଉ ଏକ ଝଲକ: ଏକ ନୂତନ ସୁରକ୍ଷା ରକ୍ଷୀ ଭାବେ ପହରା ଦେବ-
ଆଜି ମେକ୍ ଇନ୍ ଇଣ୍ଡିଆ ଦ୍ବାରା ଲଞ୍ଚ ହୋଇଥିବା ଆଇସିଜି ଜଳଜାହାଜ ସଜାଗ ଇଣ୍ଡିଆନ୍ କୋଷ୍ଟଗାର୍ଡ ଏକ ନୂତନ ସୁରକ୍ଷା ରକ୍ଷୀ ଭାବେ ପହରା ଦେବ । ଏପ୍ରସଙ୍ଗରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପରବର୍ତ୍ତୀ ନିର୍ଦ୍ଦେଶ ଦେବେ। ପାଞ୍ଚଟି ଅଫସୋର ପାଟ୍ରୋଲିଂ ଜାହାଜରେ ଆଇସିଜି ଜାହାଜ ‘ସଜାଗ’ ତୃତୀୟ ଅଟେ।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୨୯ ତାରିଖ ୨୦୨୧ ମସିହା(ଶନିବାର) ସୌରମାସ-ବୃଷ ୧୫ ଦିନ
11.8 କୋଟି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟ୍ ରେ ମଧ୍ୟାହ୍ନ ଭୋଜନ ପାଇଁ 12,00 କୋଟି ଟଙ୍କା ମିଳିବ-
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ସମସ୍ତ ଯୋଗ୍ୟ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାର ରନ୍ଧନ ମୂଲ୍ୟ ଉପାଦାନର ସିଧାସଳଖ ଲାଭ ଟ୍ରାନ୍ସଫର (DBT) ମାଧ୍ୟମରେ 11.8 କୋଟି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି, ମନ୍ତ୍ରୀ ପରିଷଦ ବୈଠକ ସଂଧ୍ୟାରେ ଡକାଇଲେ –
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି ହୋଇଛି । ସେଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟା ୫ଟା ୩୦ ମିନିଟରରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ଜଣାପଡିଛି ।
ଜୁନ 1ରୁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଖୋଲିବ –
ରାଜ୍ୟରେ ଆସନ୍ତା ଜୁନ 1ରୁ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗ୍ରୀଷ୍ମ ଛୁଟି ସମାପ୍ତ ହେବା କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛନ୍ତ।
ପ୍ରଧାନମନ୍ତ୍ରୀ ୟାସ୍ ପରିସ୍ଥିତିର ସମୀକ୍ଷା କରି ଓଡିଶାକୁ 500 କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କଲେ-
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସାଇକ୍ଲୋନ ୟାସ୍ ପରିସ୍ଥିତିର ସମୀକ୍ଷା କରି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ଓଡିଶା ଆସି ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପୁରବା ମେଦିନୀପୁରରେ ଘୂର୍ଣ୍ଣିବଳୟ ପ୍ରଭାବିତ ଅଞ୍ଚଳର ଏକ ବିମାନ ସର୍ଭେ କରିଥିଲେ।