ସ୍ବଧୀନତା ପରେ ଏହା ହେଉଛି ସବୁଠାରୁ ବଡ ଆହ୍ୱାନ ଏବଂ ସମସ୍ତ ରାଜ୍ୟ ଆଗକୁ ଆସିବା ଉଚିତ, ସଂଘିୟ ସହୋଯୋଗ ବ୍ଯବସ୍ତା ପାର୍ଥକ୍ୟକୁ ପୃଥକ କରିବା, ଜୀବନ ଏବଂ ଜୀବିକା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
Month: June 2021
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ଇସ୍ପାତ କାରଖାନାରେ 100 ଶଯ୍ୟା ବିଶିଷ୍ଟ COVID କେୟାର ସେଣ୍ଟର ଲୋକାର୍ପିତ କଲେ-
ଆଜି ରାଉରକେଲାରେ ଇସ୍ପାତ ନିଦାନ କେନ୍ଦ୍ର, ଓଡିଶାର SAIL ର ରାଉରକେଲା ଇସ୍ପାତ କାରଖାନାର 100 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି ।
ପୋଲିସର ନୀରବତାରେ ଅତିଷ୍ଠ ହୋଇ ନବୀନ ନିବାସ ସାମ୍ନାରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ-
ପୁରୀ ଜିଲ୍ଲାର ଡେଲାଙ୍ଗା ଅଞ୍ଚଳର ଜଣେ ମହିଳା ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଜାତୀୟ ମାନବାଧିକାର କମିଶନ ଭାବେ ଦାୟିତ୍ଵ ଗ୍ରହଣ-
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ଆଜି ଜାତୀୟ ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ବରିଷ୍ଠ ବିଜେଡି ନେତା ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ-
ଆଜି ସଂଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ବିଜେଡି ନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତଙ୍କ ଦେହାନ୍ତ ହୋଇଛି।
ସର୍ତ୍ତମୂଳକ ଜାମିନ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା, ସର୍ତ୍ତାନୁସାରେ ଗଣମାଧ୍ୟମରେ ମାମଲା ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେବେ ନାହିଁ –
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରାଯାଇଛି । ତିନିଟି ମାମଲାରେ ତାଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଛି ।
ଜ୍ୟୋତିଷ ବିଚାର
ଅଦ୍ୟ ଜୁନ ମାସ ୦୧ ତାରିଖ ୨୦୨୧ ମସିହା(ମଙ୍ଗଳବାର) ସୌରମାସ-ବୃଷ ୧୮ ଦିନ
ନନ୍ଦ କିଶୋର ପଟ୍ଟନାୟକ ବିଶିଷ୍ଟ ଫୁଟବଲ କୋଚଙ୍କ କରୋନାରେ ପରଲୋକ-
ରାଜ୍ୟର ଦକ୍ଷ ତଥା ବିଶିଷ୍ଟ ଫୁଟବଲ୍ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କ କରୋନାରେ ନିଧନ ଘଟିଛି ବୋଲି ତାଙ୍କ ସାନଭାଇ ବିଳମ୍ବିତ ରାତିରେ ସୂଚନା ଦେଇଛନ୍ତି ।
ଆଲାପନ୍ ବୃନ୍ଦୋପାଧ୍ୟାୟ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ଇସ୍ତଫା: କେନ୍ଦ୍ର ଏବଂ ମମତାଙ୍କ କଳିରେ ନୁଆ ମୋଡ
କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ନୁଆ ମୋଡ ନେଇଛି କେନ୍ଦ୍ରକୁ ଫେରିଯିବାକୁ ନିର୍ଦ୍ଦେଶ ଆସିବା ପରେ ଆଜି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ୍ ବୃନ୍ଦୋପାଧ୍ୟାୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।