ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ର୍ନିଘଣ୍ଟର ସମସ୍ତ ମଧ୍ୟ ସ୍ଥିର କରାଯାଇଛି ।
Month: June 2021
ଗଜପତି ଜିଲ୍ଲାରେ ସାର ବୋଝେଇ ଟ୍ରକ୍ ଓଲଟି ୬ ଗୁରୁତର
ଜିରାଙ୍ଗ ପଞ୍ଚାୟତର ନଦୀ ସାହି ନିକଟରେ ଏକ ସାର ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଟ୍ରକ୍ ଚାଳକ ଓ ହେଲପରଙ୍କ ସମେତ ୬ ଜଣ ଅତି ଗୁରୁତର ଭାବରେ ଆହାତ ହୋଇଛନ୍ତି ।
ପାଣିପାଗ କେନ୍ଦ୍ର ଅତି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ରେଡ୍ ୱାଣ୍ଣିଂ ଜାରି କରିଛି : ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା
ଲଘୁଚାପ ବର୍ଷାକୁ ନେଇ ପୂର୍ବାନୁମାନ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟର ୬ ଟି ଜିଲ୍ଲଶକୁ ରେଡ୍ ୱାଣ୍ଣିଂ ଜାରି କରିଛି ।
ମିଳିତ ଜାତିସଂଘ ମାଲକାନଗିରି ଜିଲ୍ଲାକୁ କରୋନା ମୁକାବିଲା ପାଇଁ ପ୍ରଶଂସା କଲା-
ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ କରୋନା ପରିସ୍ଥିତି ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାକୁ ପ୍ରଶଂସା କରାଯାଇଛି।
ଗ୍ରାମ ବାସୀଙ୍କ ହାବୁଡ଼ରେ ପଡିଗଲେ ଚୋରା ଦେଶୀ ମଦ ଚାଲାଣ ମଦ ବେପାରୀ:
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳରୁ ବରଗଡ ଜିଲ୍ଲା ଭେଡେନ୍ କୁ ଚାଲାଣ ହେଉଥିଲା ରନ୍ଧା ମଦ । ଏକ କାର ଯୋଗେ ଏହି ରନ୍ଧା ମଦ ଚାଲାଣ ହେଉଥିବା ବେଳେ ଉଲୁଣ୍ଡା ଗ୍ରାମାସୀଙ୍କ ହାବୁଡ଼ରେ ପଡିଥିଲେ ୨ ମଦ ବୋପାରୀ ।
ବନ ବିଭାଗ ୩ ଘଣ୍ଟାର କସରତ ପରେ ଘର ଭିତରୁ ଭାଲୁକୁ ଉଦ୍ଧାର କଲା-
ଘର ଭିତରୁ ଉଦ୍ଧାର ହେଲା ଭାଲୁ । ୩ ଘଣ୍ଟାର କସରତ ପରେ ଉଦ୍ଧାର କଲା ବନ ବିଭାଗ । ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍ ଦ୍ୱାରା ଭାଲୁକୁ ଉଦ୍ଧାର କରାଯାଇଛି ।
ଭାରତୀୟ କ୍ରିକେଟ ଦଳ ଘୋଷଣା-ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ଶିଖର ଧାୱନଙ୍କୁ ଦଳର ଅଧିନାୟକ:
ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ଶିଖର ଧାୱନଙ୍କୁ ଦଳର ଅଧିନାୟକ ଭାବେ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରିଛି। ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ଶୋକପ୍ରକାଶ କଲେ-
ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି । ଏହି ଦୁଃଖଦ ଖବର ଶୁଣି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କେନ୍ଦ୍ର ସରକାର ଜାରୀ କଲେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସ୍ୱୀକୃତିପ୍ରାପ୍ତ ଡ୍ରାଇଭର ତାଲିମ କେନ୍ଦ୍ର ପାଇଁ ନୁଆ ନିୟମ –
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସୀକୃତପ୍ରାପ୍ତ ଡ୍ରାଇଭର ତାଲିମ କେନ୍ଦ୍ର ପାଇଁ ବାଧ୍ୟତାମୂଳକ ନିୟମକୁ ସୂଚିତ କରିଛି। ଏହି ନିୟମ ୦୧ ଜୁଲାଇ, ୨୦୨୧ ରୁ ଲାଗୁ ହେବ।
ଓଡ଼ିଶା ହାଇକୋର୍ଟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି-
ଗୋଳନ୍ଥରା ଥାନାରେ ଦାୟର ହୋଇଥିବା ଆଉ ଏକ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଟାଟା କମ୍ପାନୀରେ ଚାକିର କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

