
କନ୍ଧମାଳ ଜିଲ୍ଲାକୁ ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଭେଟ୍ କୋଲ୍ ଘାଟି ନିକଟରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି ।
କିନ୍ତୁ ସବୁଠାରୁ କଥା ହେଉଛି ମନ୍ତ୍ରୀଙ୍କ କୌଣସି କ୍ଷତି ହୋଇ ନାହିଁ । ଗାଡ଼ିଟି ଭାରସାମ୍ୟ ହରାଇବା କାରଣରୁ ଗାଡ଼ି ରାସ୍ତା କଡ଼କୁ ଖସିଯାଇଥିଲା ।କିନ୍ତୁ ଏହି ଅଘଟଣରେ ମନ୍ତ୍ରୀ କି ଡ଼୍ରାଇଭର ଙ୍କ ମଧ୍ୟ କୌଣସି କ୍ଷତି ହୋଇ ନାହିଁ ।
ତେବେ ଘଟଣା ଜାଣିବା ପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।