ନୀଳଗିରି:୧୯/୦୩: ସରପଞ୍ଚ କରୁଥିଲେ ଚୋରି ଧରିଲେ ଗ୍ରାମବାସୀ। ଗାଡ଼ି ଛାଡ଼ି ଦୌଡ଼ିପଳାଇଲେ ସରପଞ୍ଚ ଓ ସହଯୋଗୀ। ସୂଚନା ମୁତାବକ ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ମେଗା ଜଳ ଯୋଗାଣ ପ୍ରକଳ୍ପ
Year: 2025
ବିଜେପିକୁ ଜୟନାରାୟଣ ଅଡ଼ୁଆ:ବିଧାନସଭାରେ ଉଠିବ ପ୍ରସଙ୍ଗ
ଭୁବନେଶ୍ବର:୧୦/୦୩(ଅଶୋକ ସାହୁ ): ‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରି ବିଧାୟକ ଜୟନାରାୟଣ ମିଶ୍ର ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ ବୋଲି ଦେଇଥିବା ମନ୍ତବ୍ୟ ସାରା ରାଜ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।
ରାଜଧାନୀରେ ବିହାରୀ ଅପରାଧୀକୁ ଏନ୍କାଉଣ୍ଟର୍
ଭୁବନେଶ୍ବର: ୧୦/୦୩(ଅଶୋକ sahu): ଫେବ୍ରୁଆରି ୧୬ ତାରିଖ ରାତିରେ କମିସନରେଟ୍ ପୁଲିସ ମଧ୍ୟପ୍ରଦେଶ ‘ଧର୍ ଗ୍ୟାଙ୍ଗ୍’ର ମୁଖ୍ୟ ଅର୍ଜୁନ ଅନାରେକୁ ଏନ୍କାଉଣ୍ଟର୍ କରିଥିଲା। ମାତ୍ର ୩ ସପ୍ତାହ ପରେ ରାଜଧାନୀରେ ପୁଣି ଗର୍ଜିଛି ପୁଲିସ
ବେଆଇନ ମାଟି ଚୋରାଚାଲାଣ ବେଳେ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ଚଢ଼ାଉ
ଭଦ୍ରକ:୧୦/୦୩(ତପନ jena)ବେଆଇନ ଭାବେ ମାଟି ଚୋରାଚାଲାଣ ହେଉଥିବା ସ୍ଥାନରେ ରାତ୍ରିରେ ଚଢ଼ାଉ ହୋଇଛି। ଭଦ୍ରକ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଚଢ଼ାଉ କରିଛନ୍ତି। ଚରମ୍ପା ନିକଟସ୍ଥ ଧାମରା ରେଳ ଲାଇନ ପାଖରେ ମଧ୍ୟ
ରୋହିତଙ୍କ ନେତୃତ୍ବରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ ହାତେଇଲା ଭାରତ
ନୂଆଦିଲ୍ଲୀ:୧୦/୦୩(ଅଖିଳେଶ ତ୍ରିପାଠୀ ): ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ। ୨୫ ବର୍ଷର ପ୍ରତିଶୋଧ ନେଲା ରୋହିତ ବାହିନୀ । ତୃତୀୟ ଥର ପାଇଁ ଜିତିଲା ଚାମ୍ପିଅନ୍ସ ଟ୍ରଫି। ଦୁବାଇରେ
ବ୍ଲକ୍ ଛକରୁ ହଟା ଯାଇଥିବା ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ପୁଣି ସ୍ଥାପନ ପାଇଁ ଅନଶନ ଧାରଣା
ସୁବର୍ଣ୍ଣପୁର:୬/୩(ଭାସ୍କର ଦାଶ ):-ଆଜି ବିଶ୍ୱ ମହିଳା ଦିବସ ଉପଲକ୍ଷେ ସୋନପୁର ସ୍ଥିତ ବ୍ଲକ୍ ଛକ ଠାରେ ସୁବର୍ଣ୍ଣା ନାରିଜାଗରଣ କେନ୍ଦ୍ର ସୁବର୍ଣ୍ଣପୁର ନେତୃତ୍ୱରେ ବ୍ଲକ୍ ଛକ ରେ ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ପୁଣି
ବାଇକ୍ରେ ବୋହିଲେ ମୃତଦେହ
ପୁରୀ:୬/୦୩(ମମତା ମହାପାତ୍ର): ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ଆସିଲାନି ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡ଼ି। ଶେଷରେ ପରିବାର ଲୋକେ ବାଇକ୍ରେ ମୃତକଙ୍କ ଶବକୁ ବୋହି ଘରକୁ ନେଇଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ବଜ୍ରକୋଟ ପଞ୍ଚାୟତରେ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମୃତ୍ୟୁ
ମାଲକାନଗିରି: ଦଶମ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଲକାନଗିରି ଜିଲ୍ଲା ଚନ୍ଦନଗୁଡା ନିକଟରେ ପିକଅପ ଭ୍ୟାନ
ଜୟନ୍ତୀ ପୂର୍ବରୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ: ଉତ୍ତେଜନାରେ ମାହାଙ୍ଗା
କଟକ:୦୫/୦୩(ତୋଫାନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀର ଠିକ୍ ପୂର୍ବଦିନ ତାଙ୍କର ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ମାହାଙ୍ଗା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ଘଟିଛି ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର
ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ବର:୫/୦୩(ଅଶୋକ ସାହୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀକୁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ନଆସିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ

