କଟକ ଝାଞ୍ଜିରୀମଙ୍ଗଳା ସ୍ଥିତ ଗୁଲମୋହର ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଟକ:୧୩/୦୩(ସୁପ୍ରିୟା ମହାନ୍ତି ): କଟକ ଝାଞ୍ଜିରୀମଙ୍ଗଳା ସ୍ଥିତ ଗୁଲମୋହର ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାମି କଲେଜ ଭଦ୍ରକର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଷ୍ଣୁ ପ୍ରସାଦ ଜେନା ମୁଖ୍ୟ

ମୃତ ମାଆଙ୍କର ପାଦ ଛୁଇଁ ଆଶୀର୍ବାଦ ନେଲା ପୁଅ : କାନ୍ଦିକାନ୍ଦି ପରୀକ୍ଷା ଦେବାକୁ ଗଲା

ଚେନ୍ନାଇ:୧୩/୦୩: ଓଃ କେଡେ ନିଷ୍ଠୁର ଏ ଶବ୍ଦସବୁ, କେତେ ହୃଦୟ ବିଦାରକ ଏ କାହାଣୀ, କେତେ ମର୍ମାହତ ଏ ମୁହୂର୍ତ୍ତ ସବୁ… ଏ ଦୁଃଖ କିଏ ବା ସହିପାରିବ କହିଲେ, ଏ ଯନ୍ତ୍ରଣାକୁ ଛାତିରେ

ବିଳମ୍ବ ହେଲା ସୁନିତା ୱିଲିୟମ୍ସଙ୍କ ଘର ବାହୁଡ଼ା

ନୂଆଦିଲ୍ଲୀ:୧୩/୦୩(ଅଖିଳେଶ ତ୍ରିପାଠୀ ): ଶେଷ ମୁହୂର୍ତ୍ତରେ ଅଟକିଲା ସ୍ପେସ୍‌-ଏକ୍ସର ଲଞ୍ଚିଂ। ଏବେ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ଘର ବାହୁଡ଼ାରେ ହେବ ବିଳମ୍ବ । ମହାକାଶରେ ଫସିଥିବା ସୁନିତା ଓ୍ବିଲିୟମସ ଏବଂ ତାଙ୍କର ସହଯୋଗୀଙ୍କୁ ସୁରକ୍ଷିତ

ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା ବସ୍: ଜଣେ ମୃତ, ୬ ଗୁରୁତର

ସୁନ୍ଦରଗଡ଼: କିଞ୍ଜିରିକେଲାରୁ ମା ସମଲେଶ୍ବରୀ ଘରୋଇ ବସ ସୁନ୍ଦରଗଡ଼କୁ ଆସୁଥିବା ବେଳେ ତେଲେନଡ଼ିହିରେ ସାମ୍ନା ପଟୁଆସୁଥିବା ବାଇକ ଭାରସାମ୍ୟ ହରାଇ ବସରେ ପିଟି ହେବା ପରେ ବସଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତାରୁ ୧୦

୧୬୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର:

ଭୁବନେଶ୍ବର/କେନ୍ଦୁଝର/ଗୁଆଲି:୧୩/୦୩(ଅଶୋକ ସାହୁ):ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପଞ୍ଚାୟତରେ ସ୍ଥାୟୀ ସଦସ୍ୟତା ଓ କ୍ଷମତା ପାଇଁ ସମିତିସଭ୍ୟଙ୍କ ଦାବି

ଭୁବନେଶ୍ୱର:୧୧/୩’: ଓଡ଼ିଶା ରାଜ୍ୟ ସମିତିସଭ୍ୟ ପରିବାର ତରଫରୁ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ସଦସ୍ୟତା ଓ ଅଧିକାର ସହ ପଞ୍ଚାୟତ ସମିତିରେ କ୍ଷମତା ସୁନିଶ୍ଚିତ କରିବା ପାଇଁ ଦାବି କରାଯାଇଛି। ସମିତିସଭ୍ୟ ପରିବାର ପକ୍ଷରୁ ୬

ଚୁଆ ପାଣି ମେଣ୍ଟାଉଛି ଶୋଷ, ସଞ୍ଜ ନଇଁଲେ ହାତୀ ଭୟ, ସକାଳ ହେଲେ ପାଣି ଚିନ୍ତା : କଟକ ବାଘବନ୍ଧ ଗାଁ

କଟକ: ପିଇବା ପାଣି ପାଇଁ ଚୁଆ ଭରସା। ସ୍ଥିତି କେଉଁ ଉପାନ୍ତ ଅଞ୍ଚଳର ନୁ‌ହେଁ, ରାଜଧାନୀ ଭୁବନେଶ୍ବରଠୁ ଅନତି ଦୂରରେ ଥିବା କଟକ ଜିଲ୍ଲା ଆଠଗଡ଼ ବ୍ଲକ ଗୁରୁଡ଼ିଝାଟିଆ ପଞ୍ଚାୟତ ବାଘବନ୍ଧ ଗାଁରେ। ଗାଁରେ

ବିଧାନସଭାରେ ଜୟନାରାୟଣ ମିଶ୍ର ଓ ତାରା ପ୍ରସାଦ ବାହିନୀପତିଙ୍କ ଭିତରେ ହାତାହାତି

ଭୁବନେଶ୍ବର:୧୧/୩(ଅଶୋକ ସାହୁ ): ସୋମବାର ଭଳି ମଙ୍ଗଳବାର ବି ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଥିଲେ। ପରେ ସେମାନେ ଗୃହ ମଧ୍ୟକୁ ଆସି ରାଜ୍ୟରେ ମହିଳା

ପଶ୍ଚିମବଙ୍ଗକୁ ଚାଲାଣ ବେଳେ ୧୮୫ ମଇଁଷିଙ୍କୁ ଉଦ୍ଧାର କଲା ମୋରଡ଼ା ପୁଲିସ, ୬ ଅଟକ

ମୋରଡ଼ା:୧୧/୩: ମୟୂରଭଞ୍ଜ ଜିଲ୍ଲା ଥାନା ମୋରଡ଼ା ଥାନା ଅଧୀନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷିଙ୍କୁ ଉଦ୍ଧାର କରିଛି ପୁଲିସ। ଏହାପରେ ଥାନାକୁ ମୋରଡ଼ା ଥାନା ପୁଲିସ ଆଣିଛି। ଏହି ମାମଲାରେ ୬ ଜଣ ଗୋଚାଲାଣକାରୀଙ୍କୁ

ମସ୍କଙ୍କ ମହାଅଭିଯୋଗ: ଏକ୍ସ ଉପରେ ସାଇବର ଆକ୍ରମଣ କରିଛି ୟୁକ୍ରେନ୍

ନୂଆଦିଲ୍ଲୀ: ସୋସିଆଲ୍ ପ୍ଲାଟଫର୍ମ ଏକ୍ସ(ଟ୍ୱିଟର) ଉପରେ ବଡଧରଣର ସାଇବର ଆଟାକ୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବାରମ୍ୱାର ଏକ୍ସ ସର୍ଭର ଡାଉନ୍ ହୋଇଥିଲା । ଏହାପରେ ଏକ୍ସ ଉପରେ ସାଇବର ଆଟାକ୍