ନିଶା ଚଳଚିତ୍ର ର ଶୁଭ ମୁହୂରତ  ହୋଇଯାଇଛି ……

ନିଶା ଚଳଚିତ୍ର ର ଶୁଭ ମୁହୂରତ ହୋଇଯାଇଛି ……

ନିଶା ଚଳଚିତ୍ରରେ ତିନୋଟି ଚରିତ୍ର ମାନସ , ରଂଜନ , ଓ ସୁନିଲ ଏମାନେ ବିଭିନ୍ନ ପ୍ରକାର ନିଶାରେ ମସଗୁଲ ହୋଇଅଛନ୍ତି ।କିଏ ମଦ୍ୟପାନ ନିଶାରେ ତ କିଏ ପାଠର ନିଶାରେ ତ ପୁଣି କିଏ ଫେସବୁକ୍‌ର,

ଆଜିକାଲିର ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାକ୍ ଆଇଡିରେ ,ଏହି ଚରିତ୍ର ମାନଙ୍କର ସହେଯାଗୀ ଚରିତ୍ର ତିନୋଟି ଝିଅ, ରୋଜି , ଶ୍ୱାତୀ ଓ ଲିନା ମଧ୍ୟ ଖୁବ୍ ସୁନ୍ଦର ଅଭିନୟ କରି ଆଜିର ଯୁବ ସମାଜକୁ ଦିଗ୍ ଦର୍ଶନ ଦେଇ ପଥଭ୍ରଷ୍ଟରୁ ସଠିକ୍ ମାର୍ଗ ଦେବା ଭଳି ବାର୍ତ୍ତାଟିଏ ସୃଷ୍ଟି କରିପାରିଛନ୍ତି । ନିଶା ଚଳଚିତ୍ରର କାହାଣୀ ଓ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ୍ କୁମାର,ସଂଯୋଜନା-ହେମନ୍ତ ସିଂ,ସଂଗୀତ-କୃଷ୍ଣଚନ୍ଦ୍ର ପଣ୍ଡା , ସହ ନିର୍ଦ୍ଦେଶିକା-ସୁମତୀ ପଣ୍ଡା, ରୂପସଜ୍ଜାରେ–ପ୍ରତାପ ମହାନ୍ତି (ଟେରୁ ଭାଈ) , କ୍ୟାମେରା-ଶ୍ୟାମ ଭାଇ, ଭିଡିଓ -ପିଣ୍ଟୁ,ନିର୍ଦ୍ଦେଶକ ଦୀପକ୍ କୁମାର ଚଳଚିତ୍ରରେ ଖୁବ ଜୀବନ୍ତ ଓ ବାସ୍ତବତାର ସହିତ ଚିତ୍ର ଆଣିପାରିଛନ୍ତି , ଏହି ନିଶା ଚଳଚିତ୍ର ମାଧ୍ୟମରେ ଯୁବ ପିଢୀ ମାନଙ୍କ ମଧ୍ୟରେ ପରିବର୍ତ୍ତନ ଆଣି ସୁସ୍ତ ସମାଜ ଗଠନ ଦିଗରେ ଏକ ପ୍ରୟାସ ମାତ୍ର କରାଯାଇଛି ॥


ବିଭିନ୍ନ ଭୂମିକାରେ ;–
ଶୁଭେନ୍ଦୁ ଲେଙ୍କା–ମାନସ
ଦୀପକ୍ କୁମାର ପୁରୀ–ରଞ୍ଜନ
ଦିପକ୍ ସେଠୀ–ସୁନିଲ
ଚାନ୍ଦିନୀ ଦାସ–ରୋଜି
ଈତିଶ୍ରୀ ତ୍ରିପାଠୀ–ଲିନା
ରାଧାରାଣୀ ବାରିକ୍‌—ଶ୍ୱାତୀ
ଦୀପକ୍ ପଣ୍ଡା–ଖଳନାୟକ
ଶୁଭରଂଜନ ଦାସ–ସୁନିଲର ସାଙ୍ଗ

ରସ୍ମିତା ସାହୁ–୩ ନାୟିକାଙ୍କର ସାଙ୍ଗ
ବୟସ୍କ ଭୂମିକାରେ–ପୃଥ୍ୱୀରାଜ ଦାସ , କୈଳାସ ଧଳ , ଓ ମୋନାଲିସା ଧଳ ।
ନାତୁଣୀ ଭୂମିକାରେ;– ଦୁଇ ଶିଶୁ କଳାକାର–ରିତୁରାଣୀ , ବୈଶାଖି
ପ୍ରୀନ୍ସପାଲ -ମମତା ମହାନ୍ତି ।
ହାସ୍ୟାଭିନେତା -ନିମାନନ୍ଦ ସାହୁ ।
ରୋଜିର ମା -ସଂଧ୍ୟାରାଣୀ ବେହେରା ।
ଲିଜାର ବାପା -ଅଜାମ୍ବର ମଲ୍ଲିକ୍ ।
ରୂପସଜ୍ଜାରେ–ପ୍ରତାପ ମହାନ୍ତି (ଟେରୁ ଭାଈ) , କ୍ୟାମେରା -ଶ୍ୟାମ ଭାଇ, ଭିଡିଓ -ପିଣ୍ଟୁ

Leave a Reply

Your email address will not be published. Required fields are marked *