ଭଦ୍ରକ ଜିଲ୍ଲା ଅନ୍ତର୍ଗତ ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର ଗେଟ ସମ୍ମୁଖରେ ଛଟାଇ ହୋଇଥିବା ୩୮ଜଣ ନିରୀହ ଶ୍ରମିକ ୫ ଦିନ ହେବ ଭୋକ ଉପାସରେ ଧାରଣାରେ ବସି ଛନ୍ତି। ଧାରଣାରେ ବସିଥିବା ଶ୍ରମିକ
Tag: kusum tv
ସୋସୋ ଗ୍ରାମବାସୀଙ୍କ ସମସ୍ୟା ସାଜିଛି ସାଳନ୍ଦୀ ନଦୀ
ସାଳନ୍ଦୀ ନଦୀ ସୋସୋ ରାଜସ୍ବ ଗ୍ରାମ ଦେଇ ପ୍ରବାହିତ ହୋଉଛି । ଏହି ନଦୀର ଦକ୍ଷିଣ ପାର୍ଶ୍ବରେ ପର୍ଯ୍ୟାପ୍ତ ପରିମାଣରେ ଚାଷଜମି ସାଙ୍ଗକୁ ସରକାରୀ ଓ ବେସରକାରୀ ଜମିରହିଛି। ଏହି ଗ୍ରାମର ଉଭୟ ପାର୍ଶ୍ବ
ଖବର ଆଜିର: ତାରିଖ ୨୯/୦୮/୨୩, ମଙ୍ଗଳବାର
୧-ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୧’କୁ ନେଇ ଇସ୍ରୋର ବଡ ଘୋଷଣା, ସେପ୍ଟେମ୍ବର ୨ ଦିନ ୧୧ଟା୫୦ରେ ଲଞ୍ଚ ହେବ ଆଦିତ୍ୟ-ଏଲ୧। ୨-+2 ଦ୍ବିତୀୟ ପର୍ଯ୍ୟାୟ ନାମଲେଖା:ସରିଲା ଆବେଦନ,୪ରେ ପ୍ରକାଶ ପାଇବ ମେଧା ତାଲିକା। ୩-ରଘୁନାଥପୁର: କାଉଡ଼ିଆଙ୍କ
କଟକ ସଦର ନିର୍ବାଚନ ମଣ୍ଡଳୀରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୧୦୦ କେଟି ଅନୁଦାନ
କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୧୪ଗୋଟି ପଂଚାୟତ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଅନୁଦାନ ଯୋଗଇ ଦିଆଯାଇଛି । ଏହି
ମହାରାଷ୍ଟ୍ରରେ ଏଣ୍ଟରଟେନ୍ମେଣ୍ଟ ଜଗତ ପାଇଁ ଏକ ଆଶ୍ବସ୍ତିକର ଖବର, ନିୟମିତ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ମିଳିଲା ଅନୁମତି-
କରୋନା କଟକଣା ମଧ୍ୟରେ ଫସିଯାଇଛନ୍ତି ସିନେ କଳାକାରମାନେ ଯାହାଫଳରେ ରୋଜଗାର କରିବାର ପନ୍ଥା ଏକପ୍ରକାର ଠପ୍ ହୋଇଯାଇଛି । ତେଣୁ ମହାରାଷ୍ଟ୍ରରେ ଏଣ୍ଟରଟେନ୍ମେଣ୍ଟ ଜଗତ ପାଇଁ ଏକ ଆଶ୍ବସ୍ତିକର ଖବର ମଧ୍ୟ ରହିଛି।
ବନ୍ତ ରେ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ।
ତୈଳ ଦରବୃଦ୍ଧି ପ୍ରତିବାଦରେ ଆଜି ଚାଲିଥିବା ଓଡ଼ିଶା ବନ୍ଦ ବନ୍ତ ଓ ଆଗରପଡା ରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସାଇଁ, ବିଟିପୁର ସରପଞ୍ଚ ସତ୍ୟବାନ୍ ଦାସ, ରବିନାରାୟଣ
ପାରାଦିପ ରେ ମହିଳା ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ।
ପାରାଦ୍ବୀପ କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଗ୍ରାମର ନେତାଜୀ ଆଥଲେଟିକ ଆସୋସିଏସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ମହିଳା ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ରାଜ୍ୟ ଭଲିବଲ ସଙ୍ଘର କାର୍ଯ୍ୟକାରୀ ସଭାପତି
ପାରାଦ୍ବୀପରେ ଓଡ଼ିଶା ବନ୍ଦ ପାଳିତ ।
ପେଟ୍ରୋଲ ଓ ଡିଜେଲ ଦର ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ର ୬ ଘଣ୍ଟିଆ ବନ୍ଦ ପାଳନ ସମ୍ପୂର୍ଣ୍ଣ ପ୍ରଭାବ ଶୂନ୍ୟ ରହିଛି ବନ୍ଦର ନଗରୀ ପାରାଦ୍ବୀପ ରେ। ପାରାଦ୍ବୀପ ବଡପଡିଆ,
ଭଦ୍ରକ ରେ ପଡିଛି ଓଡିଶା ବନ୍ଦର ପ୍ରଭାବ
ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି. କଂଗ୍ରେସର ଓଡିଶା ବନ୍ଦ ଡାକରାର ପ୍ରଭାବ ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାରେ । ସହରର ବନ୍ତ ଛକ
ଭାଲୁ ଆକ୍ରମଣରେ ଶୁଖିଲିମୁଣ୍ଡି ଗାଁର ଜଣେ ଗୁରୁତର ।
ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅନ୍ତର୍ଗତ ଶୁଖିଲିମୁଣ୍ଡି ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସୁଦୂର ଛତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲା କେଶକା ଗାଁ ର ରାଜୁ ତାଣ୍ଡିଏଲ ବୋଡେ଼ନ ବ୍ଲକ ସୁଖଲିମୁଣ୍ଡି