କଫସିରଫ ଚୋରା କାରବାର କୁ ପଣ୍ଡ କଲା ଅନୁଗୋଳ ପୋଲିସ୍‌. ୨ ଗିରଫ

କଫସିରଫ ଚୋରା କାରବାର କୁ ପଣ୍ଡ କଲା ଅନୁଗୋଳ ପୋଲିସ୍‌. ୨ ଗିରଫ

ରାଜ୍ୟରେ ଗଞ୍ଜେଇ, ଧଳାଜହର ଭଳି ନିଶା ଦ୍ରବ୍ୟର ଚୋରା କାରବାର ବୃଦ୍ଧି ପାଇଥିବା ବେଳେ କଫସିରଫକୁ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଉଛି ।

ଏଥିପାଇଁ ସ୍ୱତନ୍ତ୍ର ର‌୍ୟାକେଟ୍ କାମ କରୁଥିବା ସୂଚନା ପାଇ ଅନୁଗୋଳ ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର କଫସିରଫ ଜବତ୍ କରାଯାଇଛି । ଅନୁଗୋଳ କଣିହାଁ ଓ ଟେଲକବେଡା ବସ୍ତିରେ ଚଢାଉ କରି ୨ ଜଣଙ୍କୁ ଗିରଫ କରିବା ସହିତ ପାଖାପାଖି ୮୧ ବୋତଲ କଫସିରଫ ଜବତ୍ କରାଯାଇଛି ବୋଲି ଅନୁଗୋଳ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ସୂଚନା

Leave a Reply

Your email address will not be published. Required fields are marked *