ନିଆଁ ଲାଗି ଜଳିଗଲା ୪ ବସ୍‌

ନିଆଁ ଲାଗି ଜଳିଗଲା ୪ ବସ୍‌

ଭଦ୍ରକ୍ ଜିଲ୍ଲାରେ ଗତ କାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ ।

ଏକ ଗ୍ୟାରେଜ୍ ରେ ନିଆଁ ଲାଗି ଭୟାବହଃ ଅଗ୍ନିକାଣ୍ଡ ର ରୂପ ନେଇଛି । ଏହି ଅଗ୍ନିକାଣ୍ଡରେ ୪ ଟି ବସ୍ ଜଳିଯାଇଥିବାର ସୂଚନା ମିଳିଛି । ୪ ଟି ବସ୍ ସହିତ ଗୋଟିଏ କାର୍ ମଧ୍ୟ ଜଳି ଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *