ବନ୍ତ ରେ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ।

ବନ୍ତ ରେ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ।


ତୈଳ ଦରବୃଦ୍ଧି ପ୍ରତିବାଦରେ ଆଜି ଚାଲିଥିବା ଓଡ଼ିଶା ବନ୍ଦ ବନ୍ତ ଓ ଆଗରପଡା ରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସାଇଁ, ବିଟିପୁର ସରପଞ୍ଚ ସତ୍ୟବାନ୍ ଦାସ, ରବିନାରାୟଣ ମହାନ୍ତି, ନିରଂଜନ ମଲ୍ଲିକ,ସେଖ ମୁସୋ, ଫାଲଗୁନି ରାଉତ ପ୍ରମୁଖ ବନ୍ଦର ନେତୃତ୍ବ ନେଇଥିଲେ।ସକାଳେ ଶହ ଶହ କାର୍ଯ୍ୟକର୍ତ୍ତା ବନ୍ତର ଥାନା ଛକ , କେନ୍ଦୁଆପଦା ଛକ, ଆଗରପଡାର କଲେଜ ଛକ ଠାରେ ରାସ୍ତା ଅବରୋଧ କରି ବସିଥିଲେ।ଦିନ ୧ଟା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *