ମାଓବାଦୀଙ୍କ ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ କଲେ BSF ଯବାନ, ବିପୁଳ ବିସ୍ଫୋରକ ଜବତ

ମାଓବାଦୀଙ୍କ ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ କଲେ BSF ଯବାନ, ବିପୁଳ ବିସ୍ଫୋରକ ଜବତ

ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା । ମାଓବାଦୀଙ୍କ ବଡ଼ ଧରଣର  ଆକ୍ରମଣ କରିବା ଷଡ଼ଯନ୍ତ୍ର ପଣ୍ଡ କଲେ BSF  ଯବାନ । କମ୍ୱିଂ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ BSF  ଯବାନ କମ୍ଵିଂ ଅପରେସନ କରୁଥିଲେ । ଯୋଡ଼ାମ୍ବ ଥାନା କଦଳୀବନ୍ଧା ଗ୍ରାମ ଅଞ୍ଚଳରେ ବିପୁଳ ବିସ୍ଫୋରକ ଲୁଚାଇ ରଖିଥିଲେ ମାଓବାଦୀ । BSF  ଯବାନ ମାନେ ସେଠାରେ ଟିଫିନ୍ ବୋମା, ପ୍ରେସର୍ IED, ମାଓବାଦୀଙ୍କ ପୋଷାକ, ବ୍ୟାଟେରୀ ଓ ତାର ଜବତ କରି ନଷ୍ଟ କରିଛନ୍ତି । ବଡ଼ ଧରଣର ବିପଦ ଟଳିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *