ଦୈନିକ ‘ସକାଳ’ଖବରକାଗଜର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ

ଦୈନିକ ‘ସକାଳ’ଖବରକାଗଜର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ

ଭୂବନେଶରରୁ ପ୍ରକାଶିତ ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ସ୍ୱର୍ଗତ ବ୍ରଜ କିଶୋର ପୂର୍ବରୁ ଦୂରଦର୍ଶନ, ପ୍ରଜାତନ୍ତ୍ର , ପ୍ରଜାତନ୍ତ୍ର ସପ୍ତାହିକି ଓ ସମୟ ଖବର କାଗଜରେ କାମକରି ସାରିଛନ୍ତି । ଭୁବନେଶ୍ଵର ରୁ ଅଫିସ କାର‌୍ୟ୍ୟ ସାରି ଶୁକ୍ରବାର କଟକ ଫେରୁଥିବା ବେଳେ ହଂସପାଳ ଛକ ନିକଟରେ ବ୍ରଜ କିଶୋର ଏକ ଅଜଣା ଗାଡ଼ି ଧକ୍କାର ସମୁଖିନ ହୋଇ ମୃତ୍ୟୁ ବରଣ କରିଥିଲେ, ତାଙ୍କ ଅକାଳ ବିୟୋଗରେ ‘କୁସୁମ’ ଟିଭି ପରିବାର ପକ୍ଷରୁ ଗଭୀର ଶୋକବକ୍ତ କରାଯିବା ସହ ସାମ୍ବାଦିକ ଜଗତ ପାଇଁ ଏହା ଅପୁରଣିୟ କ୍ଷତି ବୋଲି କୁହାଯାଇଛି। ।

Leave a Reply

Your email address will not be published. Required fields are marked *